Latest Odisha News

BREAKING NEWS

ଏରିକ ଗାରସେଟ୍ଟି ହେବେ ଭାରତରେ ଆମେରିକା ରାଷ୍ଟ୍ରଦୂତ; ଦୁଇ ବର୍ଷ ପରେ ପୂରଣ ହେଲା ପଦବି

ୱାଶିଂଟନ ଡିସି: ଦୀର୍ଘ ଦୁଇ ବର୍ଷ ହେଲା ଭାରତରେ ଫାଙ୍କା ପଡ଼ିଥିବା ଆମେରିକା ରାଷ୍ଟ୍ରଦୂତ ଆସନ ଏବେ ପୂରଣ ହେବାକୁ ଯାଉଛି। ଭାରତରେ ଆମେରିକାର କୌଣସି ରାଷ୍ଟ୍ରଦୂତ ନଥିବାରୁ କୌଣସି ଦ୍ୱିପାଖିକ ଆଲୋଚନା ବେଳେ ସମସ୍ୟା ସୃଷ୍ଟି ହେଉଥିଲା। ହେଲେ ଏବେ ଆମେରିକା ସଂସଦ ରାଷ୍ଟ୍ରପତି ଜୋ…

ବୃଦ୍ଧା ବୟସରେ ମୂଲ ଲାଗି ଚଳୁଛନ୍ତି ଚେନିଆ, ପ୍ରଶାସନର ସହାୟତାକୁ କରିଛନ୍ତି ଅପେକ୍ଷା

କେନ୍ଦ୍ରାପଡ଼ା : କଥାରେ ଅଛି ଦୁଃଖ ଯେତେବେଳେ ଆସେ ଚାରି ଦିଗରୁ ମାଡି ବସେ । ଆଉ ଜୀବନର ବୟସ ଅପେକ୍ଷା ଦୁଃଖର ବୟସ ଅଧିକ ହୋଇଥାଏ । ବୟସର ଅପରାହ୍ନରେ ଦୁଃଖର ବୋଝ ଲଦି ହୋଇ ଯାଇଛି ଏହି ବୃଦ୍ଧାଙ୍କ ଉପରେ । ଭାଗ୍ୟ ଦାଉ ସାଧିଲା ପରେ ଦୁଃଖର  ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି…

ହୋଣ୍ଡା ଲଞ୍ଚ କଲା ୧୦୦ ସିସିର ସାଇନ, ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ହୋଣ୍ଡା ଶେଷରେ ୧୦୦ସିସିର ସାଇନ ଲଞ୍ଚ କରିଛି ​​। ଭାରତୀୟ ବଜାରରେ ଏହି ବାଇକ୍ ହିରୋ ସ୍ପ୍ଲେଣ୍ଡର ଏବଂ ବଜାଜ ପ୍ଲାଟିନାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । ଏହାପୂର୍ବରୁ, ହୋଣ୍ଡାର ସାଇନ ୧୨୫ସିସିରେ ଆସୁଥିବାବେଳେ ଏବେ ହୋଣ୍ଡା ସାଇନ ୧୦୦…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ସତର୍କ ସୂଚନା ଜାରି

ୱେଲିଂଟନ: ତୁର୍କୀ ପରେ ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ। ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା କର୍ମାଡେକ୍ ଦ୍ୱୀପରେ ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରହିଛି। ଭୂମିକମ୍ପ ଶକ୍ତିଶାଳୀ ଥିବାରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି।…

ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଦି ଇୟର ପୁରସ୍କାର  । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା । ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନଙ୍କୁ ଏହି…

ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଜାଣିଛନ୍ତି କି?

ଆଜିକାଲି ସମସ୍ତେ ସ୍ମାର୍ଟ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ସ୍ମାର୍ଟ ଘଣ୍ଟାର ଅଧିକ ଲୋକପ୍ରିୟତା ଯୋଗୁଁ ଦିନକୁ ଦିନ ହାତଘଣ୍ଟାର ଚାହିଦା କମିବାରେ ଲାଗିଛି । ତେବେ ଏବେ ବି ଏମିତି କିଛି ଅଛନ୍ତି ଯେଉଁମାନେ ହାତଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ଆଉ ଏଥିପାଇଁ ଲକ୍ଷ ଲକ୍ଷ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ?…

ତଥାସ୍ତୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା । ତାଙ୍କରି ଅନୁସାରେ ମନୁଷ୍ୟର ଭାଗ୍ୟ ର୍ଦ୍ଧାରିତ ହୁଏ । ମନୁଷ୍ୟର ଭାଗ୍ୟ... ଇଶ୍ୱରଙ୍କ ଅନୁଯାୟୀ ଲିଖିତ । ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଆପଣମାନେ କେବେ ଅନୁଭବ କରିଛନ୍ତି…

ଭାଷା ଭାଗବତ : ଅଲୋଡ଼ା ବିଶ୍ରାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ବଚନ ଶୁଣିଲେ କାନ ସୁଦ୍ଧା ଯେଣୁ ରହୁଛିଁ ମୌନ ଆଖିରେ ଦେଖି ଦୁର୍ଲିଖନ ସ୍ଥିର ରଖିପାରେଁ ମୋ ମନ ଖୋଜି ଅନ୍ୟର ଦୋଷ, ତ୍ରୁଟି ଦେଖାଏଁନାହିଁ ଗୋଟି ଗୋଟି ସବୁ ବିଚ୍ୟୁତି ନେଇ ସହି ଏହି ସଂସାରେ ଥାଏଁ ରହି ପାରିଲେ ନିଜ ତ୍ରୁଟି ଜାଣି…

କବିତା : ଜୀବନ ଗାଥା

ରବି ପଣ୍ଡା ଏକ ଅଲିଖିତ ଘୋଷଣାନାମାରେ ଦସ୍ତଖତ କରିସାରିଛି କେଉଁ ଦିନରୁ ମା'ଠାରୁ ମାଟିକୁ ଛୁଇଁବାଠାରୁ ମୋ ସତ୍ତା ଚୁକ୍ତି କରି ଦେଇଛି , ହାତକାଟି ଜନ୍ମ କୁଣ୍ଡଳୀରୁ। ମୁଁ ଚାଲିବି, ଚାଲୁଥିବି ସୂର୍ୟ୍ଯାସ୍ତର ରଙ୍ଗ ସବୁ ଲିଭି ଯିବା ପୂର୍ବ ପର୍ଯ୍ୟନ୍ତ /ମୋ ପ୍ରୁଥିବୀର ଦିଗ୍…