Latest Odisha News

BREAKING NEWS

ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟିଲେ ଅଭିନେତା ଗୋବିନ୍ଦା

ଭୁବନେଶ୍ୱର: ବଲିଉଡ ଅଭିନେତା ଗୋବିନ୍ଦା ରବିବାର ଦିନ ନବବିବାହିତ ଓଲିଉଡ଼ ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଭେଟିଛନ୍ତି।

ବିବାହ ପରେ ପ୍ରଥମ ଥର ପାଇଁ ଏହି ଦମ୍ପତିଙ୍କୁ ଭେଟି ଗୋବିନ୍ଦା ସେମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିବା ସହ ଭୁବନେଶ୍ୱର ସ୍ଥିତ ଘରେ କିଛି ସମୟ ଅତିବାହିତ କରିଥିଲେ।

ଏନେଇ ଟ୍ୱିଟରରେ ସବ୍ୟସାଚୀ ମିଶ୍ର ଏକ ପୋଷ୍ଟ ଶେୟାର କରି ଗୋବିନ୍ଦାଙ୍କୁ ନିଜର ଗୁରୁ ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଗତକାଲି ସବ୍ୟସାଚୀ ଏବଂ ଅର୍ଚ୍ଚିତା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଥିଲେ।

Leave A Reply

Your email address will not be published.