Latest Odisha News

BREAKING NEWS

ପ୍ରବଳ ବର୍ଷା ପାଇଁ ଆଜି ଶିମିଳିପାଳ ବନ୍ଦ

ବାରିପଦା: ଆଜି ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି । କୌଣସି ଅଘଟଣ ଘଟିବା ଆଶଙ୍କା କରାଯାଇ ଏବଂ ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ଉଦ୍ୟାନ ୩ ଦିନ ବନ୍ଦ ରଖାଯାଇଥିଲା । ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ଯାଏ ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ବନ୍ଦ ରହିଥିଲା ।

Comments are closed, but trackbacks and pingbacks are open.