Latest Odisha News

BREAKING NEWS

କିପରି ସତର୍କତାର ସହ ଖେଳିବେ ହୋଲି, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହୋଲିରେ କିପରି ରହିବେ ସତର୍କ? ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ସେ ସଂପର୍କରେ ଜାଣନ୍ତୁ…

ହୋଲି ଖେଳିବା ସମୟରେ କରମର୍ଦ୍ଦନ କରନ୍ତୁ ନାହିଁ ।
ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ ।
ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ ।
ମୁହଁ କିମ୍ବା ନକରେ ହାତ ମାରିବା ପୂର୍ବରୁ ହାତକୁ ସାବୁନରେ ଧୁଅନ୍ତୁ ।
ଦଳବଦ୍ଧ ହୋଇ ହୋଲି ଖେଳିବା ବା ସ୍ନାନ କରିବା ଠାରୁ ଦୂରେଇ ରୁହନ୍ତୁ ।
ସର୍ଦ୍ଦି, କାଶ, ଜ୍ୱର ଆଦି ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ ।
ଯଦି ଆପଣଙ୍କୁ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କୌଣସି କଷ୍ଟ ଅନୁଭବ କରୁଥାଆନ୍ତି ତେବେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ।
Leave A Reply

Your email address will not be published.