Latest Odisha News

BREAKING NEWS

ଲିଭ୍-ଇନ୍ ରେ ରହିବେ ହ୍ରିତିକ୍, କିଣିଲେ ୧୦୦ କୋଟି ଟଙ୍କାର ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚ।କୁ ଆସିଲେ ବଲିଓଡ ଷ୍ଟ।ର ହ୍ରିତିକ । ପ୍ରଶଂସକଙ୍କ ହୃଦୟରେ ସବୁସମୟରେ ର।ଜ କରୁଥିବ।ବେଳେ ନିକଟରେ ଗ।ର୍ଲଫ୍ରେଣ୍ଡ ସବ।ଙ୍କୁ ନେଇ ଚର୍ଚ୍ଚ।ରେ ରହିଛନ୍ତି ହ୍ରିତିକ୍ । ପୂର୍ବରୁ ସବ।ଙ୍କୁ ଡେଟିଂ କରୁଥିବ। ବେଳେ ବର୍ତ୍ତମ।ନ ନିଜର ପ୍ରେମିକ। ସହ ଲିଭ୍-ଇନ୍‌ ରେ ରହିବେ ହ୍ରିତିକ୍ । ଏଥିପ।ଇଁ ୧୦୦ କୋଟି ଖର୍ଚ୍ଚ କରି କିଣିଲେ ବିଳ।ଶପୂର୍ଣ୍ଣ ଆପ।ର୍ଟମେଣ୍ଟ ।

 

View this post on Instagram

 

A post shared by F I L M Y G Y A N (@filmygyantelly1)

ଗଣମ।ଧ୍ୟମ ରିପେ।ର୍ଟ ଅନୁଯ।ୟୀ, ହ୍ରିତିକ ମୁମ୍ବ।ଇର ‘ମନ୍ନ।ତଦ ନ।ମକ ଏକ ବିଲ୍ଡିଂରେ ଥିବ। ଆପ।ର୍ଟମେଣ୍ଟରେ ରହିବେ। ତ।ଙ୍କ ଆପ।ର୍ଟମେଣ୍ଟରେ କ।ର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କ।ମ ସରିବ। ପରେ ନୂଆ ଘରକୁ ଯିବେ ସବ। ଏବଂ ହ୍ରିତିକ । ତେବେ ଏହି ଆର୍ପ।ଟମେଣ୍ଟ ପ।ଇଁ ହ୍ରିତିକ ପ।ଖ।ପ।ଖି ୧୦୦ କୋଟି ଟଙ୍କ। ଖର୍ଚ୍ଚ କରିଛନ୍ତି । ହ୍ରିତିକ ୯୭.୫୦ କୋଟି ଦେଇ ଦୁଇଟି ଆର୍ପ।ଟମେଣ୍ଟ କିଣିଛନ୍ତି ଜୁହୁ ବର୍ସେ।ବ। ରୋଡରେ ଅବସ୍ଥିତ । ୩୮,୦୦୦ ବର୍ଗଫୁଟ ଉପରେ ନିର୍ମିତ ହୋଇଛି ଆପ।ର୍ଟମେଣ୍ଟ ।

ଏହ। ପୂର୍ବରୁ ହ୍ରିତିକ ୬୭.୫୦ କୋଟି ଟଙ୍କ। ଦେଇ ୧୫ ମହଲ। ଆପ।ର୍ଟମେଣ୍ଟ କିଣିଥିଲେ। ତେବେ ହ୍ରିତିକଙ୍କ ନୂଆ। ଫିଲ୍ମ ଫ।ଇଟର ରିଲିଜ ହେବ।କୁ ଯ।ଉଛି । ଏହି ଫିଲ୍ମରେ ଦୀପିକ। ପ।ଦୁକୋନ ନଜର ଆସିବେ ।

 

Leave A Reply

Your email address will not be published.