ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଜିଲ୍ଲାକୁ କାଳବୈଶାଖୀ ସହ ବର୍ଷା ସମ୍ଭାବନା ରହିଛିା ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛିି ଜିଲ୍ଲାରେ ଘଡ ଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସୂଚନା ଅନୁସାରେ କେନ୍ଦୁଝର ,ମୟୂରଭଞ୍ଜ,ଅନୁଗୁଳ, ଢେଙ୍କାନାଳ, ଯାଜପୁର,ଭଦ୍ରକ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଏବଂ ରାୟଗଡା ୧୧ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଅଳ୍ପ ପରିମାଣର ବର୍ଷା ହୋଇପାରେ । ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ଅଧିକ ଥିବାବେଳେ । କିଛି ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ୱଭାବିକ ଥିବା ପାଣିପାଗ ସୂଚନା ମିଳିଛି । ଗତକାଲି ବଲଙ୍ଗୀର ତାପମାତ୍ରା ୩୭ ଡିଗ୍ରୀ ସେଲସିୟଅସ ରେକର୍ଡ କରାଯାଇଥିବା ବେଳେ । ଫଲୁବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
BREAKING NEWS
- ବାଲେଶ୍ବରରେ ରେକର୍ଡ ଭାଙ୍ଗିଲା ବର୍ଷା; ଜୁଲାଇ-ଅଗଷ୍ଟରେ ୧,୧୬୮ ମିମି. ବର୍ଷା
- ରାକ୍ଷୀ ପୂର୍ଣ୍ଣିମାର ଆରମ୍ଭ କେମିତି ହେଲା? ଜାଣନ୍ତୁ ଦେବରାଜ ଇନ୍ଦ୍ର ଓ ମାତା ଶଚୀଙ୍କ ରକ୍ଷାସୂତ୍ରର ଅଜଣା କାହାଣୀ
- Penalty For Delay In Public Services:ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ସରକାରୀ ଅଫିସର;ଦରମାରୁ କଟିବ ଟଙ୍କା
- ବିଷାକ୍ତ ଇଞ୍ଜେକସନ ନେଇ ଲ୍ୟାବ୍ ଟେକ୍ନିସିଆନଙ୍କ ଆତ୍ମହତ୍ୟା ସନ୍ଦେହ
- କେଶ ଝଡିବା ସମସ୍ୟାରୁ ମୁକୁଳିବେ କିପରି? ଶାମ୍ପୁ ବଦଳରେ ବ୍ୟବହାର କରନ୍ତୁ ଏହି ସହଜ ଘରୋଇ ସାମଗ୍ରୀ
- ୨୧ ବର୍ଷ ପରେ ନେଗେଟିଭ୍ ଭୂମିକାରେ ଫେରୁଛନ୍ତି ଅଜୟ ଦେବଗନ?
- ଇଲେକ୍ଟ୍ରିକ୍ କାର୍ ଫୁଲ୍ ଚାର୍ଜ ପରେ ବି କମିଯାଉଛି କି ମାଇଲେଜ୍? ଜାଣନ୍ତୁ କେଉଁଠି ହେଉଛି ଭୁଲ୍ ଏବଂ କିପରି ବଢ଼ାଇବେ ରେଞ୍ଜ୍
- ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର: ୯ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା, ସନ୍ଧ୍ୟା ସୁଦ୍ଧା ସ୍ଥିତି ସୁଧୁରିବା ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆଶ୍ୱାସନା
- Pakistani Brides: ପାକିସ୍ତାନରୁ ଆସିଲେ ୧୫୦ କନ୍ୟା…ଭାରତରେ ଗଢିବେ ନୂଆ ସଂସାର
- ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଡିଜିଟାଲ ପ୍ରେସକ୍ରିପସନ୍

Comments are closed.