Latest Odisha News

BREAKING NEWS

ଜେଇଇ ମେନ୍: ଓଡ଼ିଶାରୁ ଟପ୍ପର ହେଲେ ଗୌତମ ଦାସ

ଭୁବନେଶ୍ୱର: ଓଡ଼ିଶାର ଗୌତମ ଦାସ ୯୯.୯୯ ପ୍ରତିଶତ ମାର୍କ ରଖି ଜେଇଇ ମେନରେ ରାଜ୍ୟ ଟପ୍ପର ହୋଇଛନ୍ତି। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା କରାଯାଇଛି।

ବି.ଇ ଓ ବି.ଟେକ୍ ପାଇଁ କରାଯାଇଥିବା ଏହି ପରୀକ୍ଷାର ପେପର-୧ରେ ୯୯.୯୯୯୦୩୫୭ ଏନଟିଏ ସ୍କୋର ରଖି ଗୌତମ ଓଡ଼ିଶାରେ ଟପ୍ପର ହୋଇଛନ୍ତି।

ସେ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବୋଲି ଜଣାପଡିଛି।

Leave A Reply

Your email address will not be published.