Latest Odisha News

ତାପସୀ ପନ୍ନୁଙ୍କ ଫଟୋଶୁଟ ନେଇ ସମାଲୋଚନା କଲେ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ରବିବାର ଏକ ଫଟୋଶୁଟ କରିଛନ୍ତି । ଯାହାକୁ କୁଇନ କଙ୍ଗନା ରାନାୱତ ସମାଲୋଚନା କରିବା ସହ ଏହାକୁ ଅବିକଳ ନକଲ ବୋଲି ମଧ୍ୟ କହିଛନ୍ତି । ମୋ ବିନା ବୋଧହୁଏ ତାଙ୍କର ଅସ୍ତିତ୍ୱ ନାହିଁ । ମିଷ୍ଟର ଅମିତାଭ ବଚ୍ଚନଙ୍କ ପରେ ମୋତେ ସବୁଠାରୁ ବେଶି କପି କରାଯାଉଛି ବୋଲି କହିଛନ୍ତି ।

ତାପସୀ ଓ କଙ୍ଗନାଙ୍କ ମଧ୍ୟରେ ସୋସିଆଲ ସାଇଟରେ ସବୁବେଳେ ମୁହାଁ ମୁହିଁ ହୋଇଥାନ୍ତି । ଏପରିକି କଙ୍ଗନା ତାଙ୍କୁ ବିଗ୍ରେଡ ଅଭିନେତ୍ରୀ ବୋଲି ମଧ୍ୟ କହିଛନ୍ତି । ଏହାର ଜବାବରେ ସ୍ୱାର୍ଥ ହାସଲ ପାଇଁ କଙ୍ଗନା କାହାର ମୃତ୍ୟୁର ମଧ୍ୟ ଫାଇଦା ଉଠାଇବାରେ ପଛାଇବେ ନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.