ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ୪ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ କୃଷିକାର୍ଯ୍ୟ ଆରମ୍ଭ ହୋଇନଥିଲେ ମଧ୍ୟ ଆଜିର ଅସରାଏ ବର୍ଷା ଚାଷୀ ମନରେ ଆଣି ଦେଇଛି ଖୁସି ।
BREAKING NEWS
- ନୟାଗଡ ଥାନା ଆକ୍ରମଣ ଘଟଣା: ମାଓ ନେତା ସବ୍ୟସାଚୀ ଓ ତାଙ୍କ ଦୁଇ ସହଯୋଗୀ ନିର୍ଦ୍ଦୋଷରେ ଖଲାସ
- ସାବତ ବାପାର ନିଷ୍ଠୁରତା: ୩ ବର୍ଷର ପୁଅକୁ କଫ ସିରଫ ବଦଳରେ ପିଆଇଦେଲା ବିଷ
- ରାହୁଲଙ୍କୁ ପୁଣି ଝଟକା: ମାସକ ଭିତରେ ସରକାରୀ ବାସଭବନ ଛାଡିବା ପାଇଁ ଆସିଲା ନୋଟିସ
- ସ୍କୁଲ ଭିତରେ ଫାୟାରିଂ; ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ
- ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୭)
- କବିତା : ଆହୁତି
- ଭାଷା ଭାଗବତ : ପରିବର୍ତନ ନିରଂତର
- କୋଲଡ୍ରିଙ୍କସ୍ ପିଉଛନ୍ତି କି ?
- ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
- କ୍ଷୀରରେ ପାଣି କିମ୍ବା ଆଉ କିଛି ମିଶିଥିଲେ ଘରେ ବସି ୩୦ ସେକେଣ୍ଡରେ ଜାଣିପାରିବେ