କଥାକୁହା ଫଟୋ: ଡ଼ିଜିପି ଭାବେ ଦାୟିତ୍ୱ ଗ୍ରହଣ ପରେ ଆର୍ ପି ଶର୍ମାଙ୍କ ସହ ବିକେ ଶର୍ମା

କଟକ: ଆଇପିଏସ ଅଧିକାରୀ ବିକେ ଶର୍ମା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ବିଦାୟୀ ଡ଼ିଜିପି ଆର୍ ପି ଶର୍ମାଙ୍କଠାରୁ ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ଶର୍ମା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।