କଟକ: ଆଇପିଏସ ଅଧିକାରୀ ବିକେ ଶର୍ମା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ବିଦାୟୀ ଡ଼ିଜିପି ଆର୍ ପି ଶର୍ମାଙ୍କଠାରୁ ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ଶର୍ମା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।
BREAKING NEWS
- ସରକାରୀ ଇଚ୍ଛାଧୀନ କୋଟାରେ ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା ରୁଜୁ
- ହୋଡିଂ ଉପରେ ହାଇଡ୍ରାମା: ୪୦ ଫୁଟ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ
- ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
- ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୧)
- ଶବ୍ଦ
- କବିତା : ଜାଗ୍ରତ ହୁଅ
- ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ
- ଏଥିର ବିଦେଶରୁ ବିଜେପି ପାଇଁ ଭଲ ଖବର, ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ବିଜେପି-ଆରଏସଏସ ଓ ଯୋଗୀଙ୍କୁ ପ୍ରଶଂସା
- ଭାଷା ଭାଗବତ : ସ୍ବସୀମା ଲଂଘନ
- ଅର୍ଚ୍ଚନା ନାଗ ଘରେ ଲାଗିଥିବା ହାର୍ଡଡିସ୍କ କେଉଁଠି? ଡିସିପିଙ୍କୁ ଜବାବ ମାଗିଲା ଇଡି