Latest Odisha News

କଥାକୁହା ଫଟୋ: ସୁଦୂର ଆମେରିକାରେ ମହାପ୍ରଭୁଙ୍କ ରଥଯାତ୍ରା…

ଭୁବନେଶ୍ୱର: ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ପାଳିତ ହୋଇଛି ରଥଯାତ୍ରା । ଆମେରିକାର ଅଧିକାଂଶ ସହରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ତିନିଠାକୁରଙ୍କ ପହଣ୍ଡି ସହିତ ରଥଯାତ୍ରା ଓ ବାହୁଡ଼ା ବିଜେ ।

Leave A Reply

Your email address will not be published.