କଟକ: କଟକ ହରିଣ ପାର୍କ ନିକଟସ୍ଥ ମହାନଦୀକୁ ଡ଼େଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ । ଯୁବତୀ ଜଣକ ଆଜି ସନ୍ଧ୍ୟାରେ ହଠାତ୍ ମହାନଦୀ ଡ଼େଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଯୁବତୀଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ କେଉଁ କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି, ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଚଳାଇଛି ।
BREAKING NEWS
- ୟୁକ୍ରେନର ମାନବୀୟ ସହାୟତା କେନ୍ଦ୍ର ଉପରେ ଋଷର ଭୟାବହ ବୋମା ବିସ୍ପୋରଣ: ୨୬ ମୃତ, ବହୁ ଆହତ
- ଇରାନର କ୍ୱେଶମ୍ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ
- ଆନ୍ଧ୍ରରେ ତାଣ୍ଡବ ରଚୁଛି ବାତ୍ୟା ମୁରାସୁ; ଓଡ଼ିଶାର ୧୦ ଜିଲ୍ଲାରେ ବର୍ଷା..
- NCP ମୁଖ୍ୟ ଶରଦ ପାୱାର ହସ୍ପିଟାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା…
- ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୁରାସୁ’
- ବାତ୍ୟା ‘ମୁରାସୁ’ ମୁକାବିଲା: ଦକ୍ଷିଣ ଓଡ଼ିଶାରେ ୧.୬୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍ଥାନାନ୍ତରିତ
- ଭାରତୀୟ ନୌସେନାର ବଡ଼ ସଫଳତା: ଆରବ ସାଗରରେ ୪୮ ଘଣ୍ଟାର ଅପରେସନ୍ ପରେ ଅପହୃତ ଇରାନୀ ଜାହାଜରୁ ୨୦ ଜଣ କ୍ରୁ-ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର
- first time in 47 years:CRPFଙ୍କ ଐତିହାସିକ ସଫଳତା: ୧୨ ମାସ ମଧ୍ୟରେ ଜଣେ ହେଲେ ଯବାନ ହୋଇନାହାନ୍ତି ସହିଦ,୪୭ ବର୍ଷ ମଧ୍ୟରେ ଏଭଳି ଘଟଣା ପ୍ରଥମ
- PadmaShri awardee Dr. Ashok Mahapatra:ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୟଭୀତ ନ ହୋଇ ସଚେତନ ରୁହନ୍ତୁ’
Comments are closed.