Latest Odisha News

୧୯ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଲେଡି ଗାଗା

ନୂଆଦିଲ୍ଲୀ: ୧୯ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ହଲିଉଡ୍‌ ଗାୟିକା ଲେଡି ଗାଗା। କେବଳ ସେତିକି ନୁହେଁ ଗର୍ଭବତୀ ମଧ୍ୟ ହୋଇଥିଲେ।

ସେ କହିଛନ୍ତି ଯେ କ୍ୟାରିୟରର ପ୍ରାରମ୍ଭରେ ଜଣେ ସଙ୍ଗୀତ ନିର୍ମାତା ତାଙ୍କ ସହ ଦୁଷ୍କର୍ମ କରିବା ପରେ ସେ ୧୯ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ। ଯାହା ତାଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲା। ଏ ନେଇ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି।

ଏହାପରେ ସେ PTSD ରୋଗରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଗାଗା କହିଛନ୍ତି।

Leave A Reply

Your email address will not be published.