Latest Odisha News

BREAKING NEWS

ଲଶ୍ମର-ଏ-ମୁସ୍ତଫା ଆତଙ୍କବାଦୀ ସଂଗଠନର ମୂଖ୍ୟ ଗିରଫ

ଅନନ୍ତନାଗ: ଜମ୍ମୁ ଓ ଅନନ୍ତନାଗ ପୋଲିସକୁ ଶନିବାର ବଡ ସଫଳତା ହାତ ଲାଗିଛି । ଲଶ୍ମର-ଏ-ମୁସ୍ତଫା ଆତଙ୍କବାଦୀ ସଂଗଠନର ମୂଖ୍ୟ ହିଦାୟତୁଲ୍ଲା ମଲିକଙ୍କୁ ଗିରଫ କରାଯାଇ ପାରିଛି । ପ୍ରାରମ୍ଭିକ ତଦନ୍ତରେ ସେ ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲା ବୋଲି ଜଣାପଡିଛି । ଜୈଶ-ଏ-ମହମ୍ମଦର ଏକ ଅଙ୍ଗ ଏହି ଆତଙ୍କବାଦୀ ସଂଗଠନ ।

BjdElectrycity

ମଲିକଙ୍କୁ ନିକଟରୁ ପିସ୍ତଲ ଏବଂ ଗ୍ରେନେଡ ଜବତ କରାଯାଇଛି । ପୂର୍ବରୁ ସୁରକ୍ଷାକର୍ମୀ ଏମାନଙ୍କୁ ସହଯୋଗ କରୁଥିବା ୪ ବ୍ୟକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ମଲିକଙ୍କ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା ।

Leave A Reply

Your email address will not be published.