ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି । ଯାହାର ଗାଡି ନେଇ ଘର ବାହାରକୁ ଯିବାର ଜରୁରୀ ଆବଶ୍ୟକତା ରହିଛି ସେ ପୋଲିସ ନିକଟରୁ ପାସ୍ ଆଣିବେ । ପୋଲିସ ନିକଟରେ ଏଣ୍ଟ୍ରି ପଏଣ୍ଟ ଓ ଏଣ୍ଡ ପଏଣ୍ଟ ନେଇ ସବିଶେଷ ସୂଚନା ଦେଇ ପାସ୍ ଆଣିପାରିବେ । ଜରୁରୀ କାଳିନ ପରିସ୍ଥିତିରେ ବାହାରକୁ ଯାଉଥିଲେ କର୍ଫ୍ୟୁ ପାସ୍ ମିଳିବ । ୧୦୦କୁ ଫୋନ କଲେ ମୋବାଇଲ ଦ୍ୱାରା ମଧ୍ୟ ପାସ୍ ମିଳିପାରିବ । ବସଷ୍ଟାଣ୍ଡ, ଷ୍ଟେସନ ଓ ଏୟାରପୋର୍ଟ ଯାଉଥିଲେ ଟିକେଟ ଦେଖାଇ ଯାଇପାରିବେ । ଯେଉଁମାନଙ୍କର ଅଫିସ ଖୋଲା ଅଛି ସେମାନେ ଅଫିସର ପରିଚୟପତ୍ର ଦେଖାଇଯାଇପାରିବେ ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.