ଲକ୍ଷ୍ନୌ: ଆଇପିଏଲ ୨୦୨୨ ସଂସ୍କରଣରେ ସାମିଲ ହୋଇଥିବା ଲକ୍ଷ୍ନୌ ଫ୍ରାଂଚାଇଜ ସୋମବାର ଏହାର ଟିମର ନାମକରଣ କରିଛି । ଏହାର ନାମ ଲକ୍ଷ୍ନୌ ସୁପର ଜ୍ୟାଂଟସ ରଖାଯାଇଛି । ଅଫିସିଆଲ ଭାବେ ଫ୍ରାଂଚାଇଜ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହାର ମାଲିକ ଗୋୟନକା ଗ୍ରୁପ ୨୦୧୭ରେ ପୁଣେ ଫ୍ରାଂଚାଇଜକୁ କିଣିଥିଲେ ।
ସେତେବେଳେ ଏହାର ନାମ ପୁଣେ ସୁପର ଜ୍ୟାଂଟସ ରଖାଯାଇଥିଲା । ଶନିବାର ଦଳ କେଏଲ ରାହୁଲ, ରବି ବିଶ୍ନୋଇ ଓ ମାର୍କସ ଷ୍ଟୋଇନିସଙ୍କୁ ଟିମରେ ସାମିଲ କରିଥିଲା । ସୂଚନାଯୋଗ୍ୟ, ୨୦୨୨ରୁ ଆଇପିଏଲରେ ୧୦ଟି ଟିମ ଅଂଶଗ୍ରହଣ କରିବେ ।
BREAKING NEWS
- PM Modi Daily Diet: ୭୬ ବର୍ଷରେ ବି ଏତେ ଫିଟ୍ କେମିତି? ଜନ୍ମଦିନରେ ଜାଣନ୍ତୁ ସକାଳରୁ ରାତି ଯାଏଁ କ’ଣ ଖାଆନ୍ତି…କ’ଣ କରନ୍ତି PM ମୋଦି…
- ୨୦୨୯ ପୂର୍ବରୁ UCC! ସଂସଦ ନୁହେଁ, ରାଜ୍ୟ ରାଜ୍ୟରେ ଲାଗୁ କରିବାକୁ କାହିଁକି ପ୍ରସ୍ତୁତି ଜୋରଦାର?
- Maoist Leader Asim Mandal:ଟପ୍ ମାଓବାଦୀ ନେତା ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨.୨୦ କୋଟି
- KING COMING: ବଦଳିବନି ରିଲିଜ୍ ଡେଟ୍, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍
- ୧ ମିନିଟରେ ୧୦୩ ଥର ଫୁଲ କଣ୍ଟାକ୍ଟ ନି-ଷ୍ଟ୍ରାଇକ୍ କରି ଇଣ୍ଡିଆ ବୁକ ଅଫ ରେକର୍ଡ କଲେ ସଚିନ
- Dogs On Office Table: ଅଫିସ୍ ଟେବୁଲ୍ ଉପରେ ବୁଲା କୁକୁର ଛାଡିଲେ ନେତା! ଅଜବ ପ୍ରତିବାଦର ଭିଡିଓ ଭାଇରାଲ୍
- ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି
- ମାସେ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ, ମେଗା-ରକ୍ତଦାନ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
- ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ୩୬୫ ଦିନ ପ୍ରସ୍ତୁତ ସରକାର, ଆଗକୁ ଡପ୍ଲର ରାଡାରରେ ମିଳିବ ସୂଚନା
- Phoolan: ଟରୋଣ୍ଟୋ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ୍, ପ୍ରିମିୟରରେ “ଫୁଲନ୍”କୁ ପ୍ରଶଂସା

Comments are closed.