Latest Odisha News

BREAKING NEWS

ପ୍ରଶଂସକଙ୍କୁ ପସନ୍ଦ ଆସୁଛି ଧୋନୀଙ୍କ ନୂଆ ଲୁକ୍

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ଲୁକ୍ ଏବେ ଚର୍ଚ୍ଚାର କାରଣ ସାଜିଛି । ନିକଟରେ ଚେନ୍ନାଇ ସୁପର କିଙ୍ଗ୍‌ସର ଏକ ଭିଡିଓରେ ଧୋନୀ ଫ୍ରେଂଚ କଟ୍ ଦାଢ଼ିରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଦେଖା ଯାଉଥିଲେ । ତାଙ୍କର ଏହି ଷ୍ଟାଇଲ ଏବେ ସୋସିଆଲ ନେଟୱର୍କିଂ ସାଇଟରେ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ କରୋନା ପ୍ରଭାବ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ପୂର୍ବରୁ ଏହା ୨୯ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିଲା । ଆଇପିଏଲ ପ୍ରଦର୍ଶନ ମାଧ୍ୟମରେ ଧୋନୀ ଜାତୀୟ ଦଳକୁ ଫେରିବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.