ମହାରାଷ୍ଟ୍ର: ରାତି ପାହିଲେ ଆସିବେ ଗଜାନନ । ହେଲେ କରୋନା ଚଡକରେ ଫିକା ପଡିବ ଗଣେଶ ପୂଜା ଉତ୍ସବ । ବାହାରେ ବଜାରେ ହେବନି ଜାକଜମକରେ ପୂଜାର୍ଚ୍ଚନା । ହେଲେ କରୋନା କଟକଣା ପାଇଁ ପ୍ରତି ଘରେ ପୂଜିତ ହେବେ ପ୍ରଭୁ ଗଜାନନ । ଏପରି ସ୍ଥିତିରେ ମହାରାଷ୍ଟ୍ର ସୋଲାପୁରର ଯୁବାବର୍ଗ ଗଣପତିଙ୍କ ପାଇଁ କରିଛନ୍ତି କିଛି ଖାସ ଆୟୋଜନ । ବେଲଗାଁ ର କିଛି ଯୁବକ ଅତି ନିଖୁଣ ଭାବେ ଧାନ କିଆରୀରେ ପ୍ରସ୍ତୁତ କରିଛନ୍ତି ଗଣପତି ବାପ୍ପାଙ୍କ ପ୍ରତିଛବି । ମାସେରୁ ଅଧିକ ସମୟ ଓ କଠିନ ପରିଶ୍ରମ ଜରିଆରେ ଗଜାନନଙ୍କ ଏହି ସୁନ୍ଦର ପ୍ରତିଛବି ସାମ୍ନାକୁ ଆସିପାରିଛି ।
BREAKING NEWS
- ନେପାଳ ପ୍ରଳୟଙ୍କାରୀ ବନ୍ୟା; ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି
- ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ସମ୍ଭାବନା
- ଅପଦସ୍ଥ କଲେ ଜାଳି ଶେଷ କରିଦେବି: ରାଗିଗଲେ ଜୁଏଲ ଓରାମ
- ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ? ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ
- ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନା ଟଙ୍କା, ଖୁସିରେ ହିତାଧିକାରୀ ମହିଳା
- ଭୂମିକମ୍ପରେ ଥରିଲା ଚୀନ; ତୀବ୍ରତା ୫.୧
- ଆବାସିକ ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ, ଜଣେ ଅଟକ
- ଗଞ୍ଜେଇ ଡିଲ୍ ଅଡିଓ ଭାଇରାଲ୍! ୨ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
- ଦେବୀ ନଦୀରେ ଯୁବକ ନିଖୋଜ; ବ୍ରିଜରେ ସ୍କୁଟି ରଖି ଡେଇଁ ପଡ଼ିଲେ…
- ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

Comments are closed.