Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ’ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ ।

ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ ଆସିଥିବା ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ଦୁଇ ଜଣ ଯୁବକଙ୍କୁ ଜଣେ ସରକାରୀ ଅଫିସର ବିନା କାରଣରେ ମାରିଥିଲେ ଅନବରତ ମାଡ । ମାସ୍କ ଚେକିଂ ଅଭିଯାନରେ ଦୁଇ ଯୁବକଙ୍କୁ ଶାସ୍ତି ଦେଇଥିଲେ ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟ୍ ଅଶୋକ ଚୌଧୁରୀ । ହେଲେ ମାସ୍କ ପିନ୍ଧିଥିଲେ ବି କାହିଁକି ଦୁଇ ଯୁବକଙ୍କୁ ମରାଯାଇଥିଲା ନିର୍ଘାତ ମାଡ ? ଅଧିକ ଜାଣିବା ପାଇଁ ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ…

Leave A Reply

Your email address will not be published.