Latest Odisha News

BREAKING NEWS

କେନାଲ ଭିତରେ ପଶିଗଲା କାର୍, ଜଣେ ମୃତ

ଜୟପୁର: ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ହାଇସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି।

ମୃତାହତମାନେ ପିକନିକ୍ ସାରି ଫେରୁଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ କେନାଲ ଭିତରେ ପଶିଯାଇଥିଲା କାର୍।ଖବର ପାଇ ଦୁର୍ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ‌ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Leave A Reply

Your email address will not be published.