Latest Odisha News

BREAKING NEWS

Browsing Tag

Man Dies

ମୁକୁଳା ଡ୍ରେନରେ ଖସି ପଡ଼ି ଚାଲିଗଲା ସଫେଇ କର୍ମଚାରୀଙ୍କ ଜୀବନ

କଟକ: ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । କଟକ ସହରରେ ମୁକୁଳା ଡ୍ରେନରେ ପଡ଼ି ଆଉ ଜଣଙ୍କ ଜୀବନ ଯାଇଛି । କଟକର ବରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତ ୪ ଦିନ ତଳେ ମୁକୁଳା ଡ୍ରେନରେ ଖସି ପଡ଼ି କଟକ ସହରରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା । ସପ୍ତାହକ…

ହାତ ଧରା ଧରି ହୋଇ ଚାଲିଗଲେ ବାପପୁଅ, ଏକାଠି ଜଳିଲା ଜୁଇ

ସୋନପୁର: ଦଇବ କାହା ଭାଗ୍ୟରେ କଣ ଲେଖିଛି ? ଜାଣିବା ମୁସ୍କିଲ୍ । ଏଇ ଯେମିତି ବାପାଙ୍କୁ ମେଡିକାଲ୍ ନେବା ବେଳେ ପ୍ରଥମେ ପୁଅ ଆଖି ବୁଜିବା ପରେ ପୁଅର ମୃତ୍ୟୁ ଖବର ଶୁଣି ବାପାର ପ୍ରାଣବାୟୁ ଉଡ଼ି ଯାଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ । ଶନିବାର ସନ୍ଧ୍ୟାରେ…

ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା, ପୋଲିସ ପିଟି ପିଟି ମାରି ଦେଇଥିବା ପରିବାରର ଅଭିଯୋଗ

ଯାଜପୁର: ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା । କିଏ କହୁଛି ସତ ? ପରିବାର ଲୋକଙ୍କ ଅଭିଯୋଗ ପୋଲିସ ପିଟି ପିଟି ମାରି ଦେଇଛି । ହେଲେ ପୋଲିସ କହୁଛି ଈଶ୍ୱର ଥାନା ହାଜତରେ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଇଲେକ୍ଟ୍ରି ତାର ବାନ୍ଧି ହାଜତର ସ୍କାଏ ଲାଇଟରେ । ଈଶ୍ୱରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ…

ଧାନ ଖଳାରେ ଶୋଇଥିଲେ ଯୁବକ, ହାତୀ ଦଳି ମାରିଦେଲା

ସୁବର୍ଣ୍ଣପୁର :  ସୋନପୁର ବନାଞ୍ଚଳ କୁମ୍ଭାରମୁଣ୍ଡା ସେକ୍ସନରେ ହାତୀ ଆକ୍ରମଣରେ ଯୁବକଙ୍କ  ମୃତ୍ୟୁ । ତରଭା ବ୍ଲକ ଶୁଖିଲାସର ଗାଁର ହର ରଣା ଅମଳ ଧାନକୁ ଖଳାରେ ଶୁଖାଇଥିଲେ । ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ । ମଧ୍ୟ ରାତ୍ରୀରେ ହାତୀ ପଲ ଆସି ଧାନ ଖାଇବା ସହ ହରକୁ ଆକ୍ରମଣ…

ବିଡିଓଙ୍କ କାର୍ ଧକ୍କାରେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: କୋମନା ବ୍ଲକ ବିଡିଓଙ୍କ କାର୍ ଧକ୍କାରେ ତରବୋଡ଼ ଗାଁର ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା ଏକ କାରରେ କୋମନାରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ତରବୋଡ଼ ଗାଁର ଜଣେ ଅସ୍ଥାୟୀ କର୍ମଚାରୀ…

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ, ଅନାଥ ହୋଇଗଲେ ୨ ଛୁଆ

ଭଦ୍ରକ: ଦଇବ ତ ନିର୍ଦ୍ଦୟ ହୁଏ । ହେଲେ ନିୟତି ଏମିତି ନିର୍ଦ୍ଦୟ ହେବ ପୁଣି ତାହା ଦୁଇ ଛୁଆଙ୍କ ପାଇଁ । ଏ ଖବର ଶୁଣିଲେ ଆପଣ ବି ଧୈର୍ଯ୍ୟହରା ହୋଇ ଯିବେ । କହିବେ ଏମିତି ଦୁଃଖ ଆଉ କାହା ଭାଗ୍ୟରେ ନ ଆସୁ । ପ୍ରଥମେ ମାଆ ୧୦ ଦିନ ନ ହେଉଣୁ ବାପା । ମାଆର ଦଶକ୍ରିୟା ଚାଲିଥିବା ବେଳେ ଚାଲି ଯାଇଛି…

ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ: କିଶୋରନଗର ଥାନା ସାମ୍ନାରେ ଦେହରେ ଲଗାଇଥିଲେ ନିଆଁ

କଟକ : କଟକ କିଶୋରନଗର ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ତାଙ୍କୁ କଟକ ବଡ ମେଡ଼ିକାଲରେ…

କେନାଲ ଭିତରେ ପଶିଗଲା କାର୍, ଜଣେ ମୃତ

ଜୟପୁର: ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ହାଇସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି। ମୃତାହତମାନେ ପିକନିକ୍ ସାରି ଫେରୁଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ କେନାଲ…