Latest Odisha News

BREAKING NEWS

ପରିବାର ଲୋକଙ୍କୁ ଭେଟିବା ପାଇଁ ଲକଡାଉନରେ ବସ୍ ଚୋରୀ କଲେ ଯୁବକ

ତିରୁବନ୍ତପୁରମ: କରୋନା ମହାମାରୀ ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଲକଡାଉନ କରାଯାଇଛି । ପରିବାର ଲୋକଙ୍କୁ ଭେଟିବା ପାଇଁ ୩୦ ବର୍ଷୀୟ ଯୁବକ ଦିନୁପ ଏତେ ମାତ୍ର ବ୍ୟଗ୍ର ହୋଇପଡିଲେ ଯେ, ଶେଷରେ ବସ୍ ଚୋରୀ କରି ଘର ଅଭିମୁଖେ ବାହାରିଥିଲେ । ଅବଶ୍ୟ ବାଟରେ ପୋଲିସ ତାଙ୍କୁ ଗିରଫ କରିଥିଲେ । କୋଝିକୋଡରୁ ତିରୁୱାଲା ଯିବା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରି ବିଫଳ ହୋଇଥିଲା ।

ସ୍ଥାନୀୟ ଏକ ବସ ଷ୍ଟାଣ୍ଡରୁ ସେ ଏକ ବସରେ ଚଢ଼ି ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲା । ଭାଗ୍ୟ ବଶତଃ ଏହା ଷ୍ଟାର୍ଟ ହୋଇଥିଲା ମାତ୍ର କୁମାରକୋମରେ ପୋଲିସ ତାଙ୍କୁ ଧରି ଜେଲ ପଠାଇ ଦେଇଛି ।

Leave A Reply

Your email address will not be published.