Latest Odisha News

BREAKING NEWS

ମଣିପୁରରେ ରାଜନୈତିକ ସଙ୍କଟ, କଂଗ୍ରେସର ୮ ବିଧାୟକ ବିଜେପିରେ ମିଶିବେ !

ଇମ୍ଫାଲ: ମଣିପୁରରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇଛି । କଂଗ୍ରେସର କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମଙ୍କ ଇସ୍ତଫା ପରେ ଆଜି ୮ଜଣ ବିଧାୟକ ବିଜେପିରେୀ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ୨୦୧୭ରେ ମଣିପୁରରେ ପ୍ରଥମ ଥର ପାଇଁ ବିଜେପି ନିର୍ବାଚନ ଜିତିଥିଲା । ଏଥର ୬୦ ସିଟ ହାସଲ ଟାର୍ଗେଟରେ ଦଳ ରହିଛି ।

ଏବେ ଏନପିପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକଙ୍କ ସହ ମିଶି ବିଜେପି ସରକାର ଚଳାଇଛି । ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ହେବ । ସେଥିପାଇଁ ଦଳ ଏବେଠାରୁ ଅଙ୍କକଷା ଆରମ୍ଭ କରି ଦେଇଛି । କଂଗ୍ରେସ ଏହି ସଙ୍କଟରୁ କିପରି ବର୍ତୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.