ଭୁବନେଶ୍ବର : ଜେଲରେ ହେଉଛି ଚଢ଼ାଉ । ଜବତ ହେଉଛି ବିପୁଳ ସାମଗ୍ରୀ । ହେଲେ ପୁଣି ଜଏଦୀଙ୍କ ନିକଟରୁ ଜବତ ହେଉଛି ବେଆଇନ ସାମଗ୍ରୀ । ଆଜି ଝାରପଡ଼ା ଜେଲରୁ ମିଳିଛି ଆଉ ଏକ ମୋବାଇଲ । ଜେଲ୍ ଅଧିକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ମୋବାଇଲ ଜବତ କରାଯାଇଛି । ମାଟି ତଳେ ପୋତା ହୋଇ ରହିଥିଲା ମୋବାଇଲ । ଏହାକୁ ଜବତ କରିଛି ପୋଲିସ । ଗୁରୁତ୍ବପୂର୍ଣ୍ଣ କଥା, ଗୋଟିଏ ମିନିଟକୁ ଶହେ ଟଙ୍କା ଦାମରେ ବାହାରକୁ ହେଉଥିଲା କଲ୍ । ଚିଟଫଣ୍ଡ ଅଭିଯୁକ୍ତଙ୍କ ସେଲ ନିକଟରୁ ଏହି ମୋବାଇଲ ଜବତ କରାଯାଇଛି । ଜେଲ୍ ଭିତରୁ ମୋବାଇଲ ଫୋନ ମିଳିବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଝାରପଡ଼ା ଜେଲ କର୍ତ୍ତୃପକ୍ଷ । ପୂର୍ବରୁ ମଧ୍ୟ ଝାରପଡ଼ା ଜେଲରୁ ମୋବାଇଲ ଫୋନ୍ ଜବତ କରିଥିଲା ପୋଲିସ ।
BREAKING NEWS
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ

Comments are closed.