ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ସପ୍ତଗିରି ଉଲ୍ଲାକା ଅନୁରୋଧ କରିଛନ୍ତି ।ଅନ୍ୟପଟେ ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
BREAKING NEWS
- ହିଟ୍ ଲିଷ୍ଟରେ ୧୪ ନାମ; ଖୋଜିଖୋଜି ସେନା କରିବେ ଆତଙ୍କବାଦୀଙ୍କୁ ସଫା
- ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ
- ଆସନ୍ତୁ ଜାଣିବା କେଉଁ କାରଣ ପାଇଁ କୋହଲି-ଅନୁଷ୍କା ଲଣ୍ଡନରେ ରହୁଛନ୍ତି
- ବିଏମ୍ସିର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଲେ ଆନ୍ଧ୍ର ପ୍ରତିନିଧି ଦଳ
- ଜାଡେଜାଙ୍କ ଉପରେ ରାଗିଗଲେ ସେହ୍ୱାଗ
- ପହଲଗାମ ଆକ୍ରମଣ ପରେ ଘେରାବନ୍ଦୀ ଅଭିଯାନ ଆରମ୍ଭ, ଅନନ୍ତନାଗରେ ୧୭୫ ଜଣ ଅଟକ
- ପୋପ୍ ଫ୍ରାନ୍ସିସ୍ଙ୍କ ଶେଷକୃତ୍ୟ; ଅନ୍ତିମ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ସମେତ ବିଶ୍ଵ ନେତା
- ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା
- ଡିଫେନ୍ସ ସମ୍ପର୍କିତ ଅପରେସନ ଟେଲିକାଷ୍ଟ କରିପାରିବେନି ଗଣମାଧ୍ୟମ, ଆଡଭାଇଜରି ଜାରି…
- କିଟରେ ଫେସନ୍ ଶୋ’ ‘କୀର୍ତ୍ତି କଳ୍ପନା’ ଅନୁଷ୍ଠିତ
Comments are closed.