Latest Odisha News

BREAKING NEWS

ମୁମ୍ବାଇ ବର୍ଷା: ଓଡିଶା, ଭାଇଜାଗରୁ ବାତିଲ ହେଲା ୩ ଟ୍ରେନ

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇ ସହରରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପୂର୍ବତଟ ରେଳବାଇରୁ ଆସୁଥିବା କିମ୍ବା ଯାଉଥିବା ତିନୋଟି ଟ୍ରେନକୁ ବାତିଲ କରାଯାଇଛି ।

ବାତିଲ ଟ୍ରେନ ଗୁଡିକ ହେଉଛି:

ଗାଡି ସଂଖ୍ୟା ୧୨୮୮୦ ଭୁବନେଶ୍ୱର-ଲୋକମାନ୍ୟ ତିଳକ(ଏଲଟିଟି) ଏକ୍ସପ୍ରେସ ଯାହା ୫.୦୮.୧୦୧୯(ସୋମବାର) ଭୁବନେଶ୍ୱରରୁ ଛାଡିବାର ଥିଲା ତାହାକୁ ବାତିଲ କରାଯାଇଛି ।

ଗାଡି ସଂଖ୍ୟା ୧୨୧୪୫/୧୨୧୪୬ ଏଲଟିଟି-ପୁରୀ ଏକ୍ସପ୍ରେସ ଯାହା ୪.୦୮.୨୦୧୯(ରବିବାର) ମୁମ୍ବାଇ ଏଉ ଏବଂ ମଙ୍ଗଳବାର ଦିନ ପୁରୀରୁ ଛାଡିବାର ଥିଲା ।

ଗାଡି ସଂଖ୍ୟା ୧୮୫୧୯ ବିଶାଖାପାଟଣା-ଏଲଟିଟି ଏକ୍ସପ୍ରେସ ଯାହା ୪.୮.୨୦୧୯ ରେ ବିଶାଖାପାଟଣାରୁ ଛାଡ଼ିବାର ଥିଲା ତାହାକୁ ମଧ୍ୟ ବାତିଲ କରାଯାଇଛି ।

Leave A Reply

Your email address will not be published.