Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୧ରନରେ ଅଗ୍ରଣୀ

ୱେଲିଂଟନ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫୧ ରନର ଅଗ୍ରଣୀ ହାସଲ କରିନେଇଛି । ନ୍ୟୁଜିଲାଣ୍ଡ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୧୬ ରନ କରିଛି । କେନ୍ ୱିଲିୟମସନ (୮୯) ଓ ରସ ଟେଲର ୪୪ ରନ କରିଥିଲେ । ବିଜେ ୱାଟଲିଂ ୧୪ ଏବଂ କଲିନ ଗ୍ରାଣ୍ଡହୋମ୍ ୪ ରନ କରି ଅପରାଜିତ ଅଛନ୍ତି ।

BjdElectrycity

ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ୩ଟି ଉଇକେଟ ଅକ୍ତିଆର କରିଛନ୍ତି । ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ଉଇକେଟ ନେଇଛନ୍ତି ।

Leave A Reply

Your email address will not be published.