Latest Odisha News

ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପୁରୀ ହୋଟେଲ ମନା

ପୁରୀ: ପଶ୍ଚିମବଙ୍ଗରେ କୋଭିଡ୍‌-୧୯ ର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହେବା ପରେ ସତର୍କ ହୋଇ ପୁରୀ ଜିଲ୍ଲା ପ୍ରଶାସନ ଶନିବାର ପୁରୀର ସମସ୍ତ ହୋଟେଲ, ରହଣି ସ୍ଥାନ ଏବଂ ଧର୍ମଶାଳା ଉପରେ ଚଢାଉ କରିଛି।

ପୁରୀ ସବ୍-କଲେକ୍ଟର କହିଛନ୍ତି ଯେ ପର୍ଯ୍ୟଟକମାନଙ୍କର ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ପର୍ଯ୍ୟଟକଙ୍କ ଆର୍‌ଟି- ପିସିଆର୍‌ ରିପୋର୍ଟ ଯାଞ୍ଚ କରାଯାଉଛି।

ପଡୋଶୀ ରାଜ୍ୟରୁ କୌଣସି ପର୍ଯ୍ୟଟକଙ୍କୁ ହୋଟେଲ ଏବଂ ରହଣିରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ୧୪ ଦିନ ମାଗଣା କିମ୍ବା ଦେୟଯୁକ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ।

Leave A Reply

Your email address will not be published.