Latest Odisha News

BREAKING NEWS

ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ ପ୍ରଶ୍ନୋତ୍ତର

ଭୁବନେଶ୍ୱର: ଅନଲାଇନରେ ଚାଲିବ ବିଧାନସଭାର ବଜେଟ ଅଧିବେଶ । ପ୍ରଶ୍ନୋତ୍ତର ଅନଲାଇନରେ ହେବ । ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ । ଉତ୍ତର ବି ପାଇବେ ଅନଲାଇନରେ । ମୋବାଇଲରେ ମିଳିବ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର । ନୋଭା ଆପ୍ ଜରିଆରେ ସବୁ ତଥ୍ୟ ଦେଇପାରିବେ ବିଧାୟକ । ବିଧାନସଭାକୁ ପେପରଲେସ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେହିପରି ଚଳିତ ବଜେଟ ମଧ୍ୟ ଅନଲାଇନରେ ହେବ ।

Leave A Reply

Your email address will not be published.