Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ, ଠାବ ହେଲା ବୋମା 

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ନୋଏଡାରେ ଶୁକ୍ରବାର ବୋମା ପଡିଥିବା ନେଇ ଭୟର ବାତାବରଣ ସେକ୍ଟର ୬୩ ସ୍ଥିତ ଜିଲ୍ଲା ହସ୍ପିଟାଲରେ ନିକଟରେ ବୋମା ଠାବ ହୋଇଥିବା ଜଣାପଡିଛି ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଏହାକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରୁଛନ୍ତି ଜିଲ୍ଲା ହସ୍ପିଟାଲ ନିକଟରେ ଥିବା ରାସ୍ତାରୁ ବୋମା ଠାବ ହୋଇଥିବା ପୋଲିସ କହିଛି ବୋମା ଦେଖି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ

ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ରହିଛି ଦିଲ୍ଲୀ ସମେତ ଏନସିଆରରେ ସତର୍କତା ଅବଲମ୍ବନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି

Leave A Reply

Your email address will not be published.