Latest Odisha News

BREAKING NEWS

Browsing Tag

Odisha Assembly Session

ମମିତା ପ୍ରସଙ୍ଗରେ ହୁଲସ୍ତୁଲ ହେବ ବିଧାନସଭା

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଏଥର କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ବିଶଷ କରି ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଅନ୍ୟ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟତେ ଶୋକ ପ୍ରସ୍ତାବ ଆଗତ…

ଚାଲିପାରୁନି ବିଧାନସଭା, ଆଜି ପୁଣି ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି । ଚାଲି ପାରୁନି ଗୃହ କାର୍ଯ୍ୟ । ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ଓ ବିଜେପିର ହଟ୍ଟଗୋଳ କରିଛନ୍ତି । ଅନ୍ୟପଟେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା…

ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ ପ୍ରଶ୍ନୋତ୍ତର

ଭୁବନେଶ୍ୱର: ଅନଲାଇନରେ ଚାଲିବ ବିଧାନସଭାର ବଜେଟ ଅଧିବେଶ । ପ୍ରଶ୍ନୋତ୍ତର ଅନଲାଇନରେ ହେବ । ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ । ଉତ୍ତର ବି ପାଇବେ ଅନଲାଇନରେ । ମୋବାଇଲରେ ମିଳିବ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର । ନୋଭା ଆପ୍ ଜରିଆରେ ସବୁ ତଥ୍ୟ ଦେଇପାରିବେ ବିଧାୟକ । ବିଧାନସଭାକୁ…

୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ବୈଠକ ସକାଳ ୧୧ଟାରେ ବସିବ। ବିଧାନସଭା…

ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ତେବେ ଏଥର ମଧ୍ୟ କୋଭିଡ କଟକଣା ଭିତରେ ଏହି ଅଧିବେଶନ ବସିବ । ଏଥିସହ ଦୈନିକ ସାଢ଼େ ୪ ଘଂଟା ପାଇଁ ବସିବ ବିଧାନସଭା । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଶ୍ନକାଳ…

୨୮ରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିବ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍…

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ, ନେଗେଟିଭ ହେଲେ ଏଣ୍ଟ୍ରି ଅନୁମତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ନମୁନା ପରୀକ୍ଷା କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ବିଏମସି ଓ…

ବିଧାୟକଙ୍କ କରୋନା ଟେଷ୍ଟ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୩୦ ପୂର୍ବରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଅଧିବେଶନ ଆଗରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ହେବ କି ନାହିଁ, ସେନେଇ ଆସନ୍ତାକାଲି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ…