Latest Odisha News

BREAKING NEWS

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ବରିଷ୍ଠ ବିଜେଡି ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେ ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶରୀରରେ ଅସହଜ ଅନୁଭବ କରିବା ପରେ ସେ ଶନିବାର କୋଭିଡ୍‌ ପରୀକ୍ଷା କରାଇଥିଲେ। ପରେ ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଥିଲା।

ତେବେ ବିଜେଡି ନେତାଙ୍କ ସ୍ୱାସ୍ଥ୍ୟରେ କିଛିଟା ସୁଧାର ଆସିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.