Latest Odisha News

BREAKING NEWS

ନିରାଶ୍ରୟ ପିଲାମାନଙ୍କ ସହ ଦିନ ବିତାଇଲେ ଓଡିଶା ସ୍କୁଲ ପରାମର୍ଶଦାତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ନିରାଶ୍ରୟ ପିଲାମାନଙ୍କ ଗହଣରେ ଦିନ କାଟୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଡ. ବିଜୟ କୁମାର ସାହୁ ସପରିବାର ସହ ଶ୍ରୀ ହରିସିଂହ ମେମୋରିଆଲ ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ଦିନ ଅତିବାହିତ କରିଛନ୍ତି ।

ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କ ସହ ଗପସପ ହେବା ସଙ୍ଗେସଙ୍ଗେ ତାଙ୍କ ଗହଣରେ ସପରିବାର ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି । ଏପରିକି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରଦାନ ତଥା ସ୍କୁଲକୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ସେ ଆଶ୍ୱାସନା ଦେଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.