Latest Odisha News

BREAKING NEWS

Browsing Tag

mid day Meal

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ  ଖାଦ୍ୟରୁ ଏକ ସାପ ବାହାରିଥିଲା ।  ଏହି ଖାଦ୍ୟ ଖାଇବା ପରେ ଏପରି…

ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ହୀନ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା

ଭୁବନେଶ୍ୱର: ବିଦ୍ୟାଳୟରେ ଏକକାଳୀନ ୨୫ରୁ ଅଧିକ ପିଲାଙ୍କ ପାଇଁ ରୋଷେଇ । ଭାତ ସହ ଡାଲମା ରାନ୍ଧିବେ ପାଚିକା । କିନ୍ତୁ ମାସିକ ପାରିଶ୍ରମିକ ଭାବେ ପାଇବେ ମାତ୍ର ୧୪ ଶହ ଟଙ୍କା । ଯେତେବେଳେ କି ରାଜ୍ୟ ସରକାର ଜଣେ ଅଣକୁଶଳୀ ଶ୍ରମିକଙ୍କ ଲାଗି ଦୈନିକ ମଜୁରୀ ୩୨୬ ଟଙ୍କା ଧାର୍ଯ୍ୟ କରିଛନ୍ତି ।…

ମିଡ ଡେ ମିଲରେ ପୋକ, ସାର କହିଲେ ଏଥିରେ ଅଛି ଭିଟାମିନ

ପ୍ରତିଦିନ ସ୍କୁଲରେ ଦିଆଯାଉଛି ମିଡ ଡେ ମିଲ । ଭୋକିଲା ପେଟରେ ପିଲା ପାଠ ପଢିବେନି । ସେଥିପାଇଁ ସରକାର କରିଛନ୍ତି ଏମିତି ବ୍ୟବସ୍ଥା । ହେଲେ ପିଲାଙ୍କ ପେଟ ସହ ସବୁବେଳେ ଏମିତି ଖେଳ କାହିଁକି ? କେତେବେଳେ ପାଣିଆ ଡ଼ାଲି ତ ପୋକରା ଚାଉଳର ଭାତ । ମିଡ ଡେ ମିଲକୁ ନେଇ ଏମିତି ଅବ୍ୟବସ୍ଥା ଆମେ…

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ୫୩ ଜଣ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩ ଜଣଙ୍କୁ ଅଁଳାବେରେଣୀ ଗୋଷ୍ଠୀ…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାନ୍ନ ଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧୪ ତାରିଖରୁ ପିଛିଲା ଭାବେ ମଧ୍ୟାହ୍ନଭୋଜନ ଚାଉଳ ଓ ରୋଷେଇ ସାମଗ୍ରୀ ଅର୍ଥ ବଣ୍ଟନ କରାଯିବ…

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦୁଝର ଜିଲ୍ଲାରେ ୫୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ରୁ କମ ପିଲା ଦଶମ ଶ୍ରେଣୀ…

ନିରାଶ୍ରୟ ପିଲାମାନଙ୍କ ସହ ଦିନ ବିତାଇଲେ ଓଡିଶା ସ୍କୁଲ ପରାମର୍ଶଦାତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ନିରାଶ୍ରୟ ପିଲାମାନଙ୍କ ଗହଣରେ ଦିନ କାଟୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଡ. ବିଜୟ କୁମାର ସାହୁ ସପରିବାର ସହ ଶ୍ରୀ ହରିସିଂହ…