Latest Odisha News

BREAKING NEWS

[ଭିଡିଓ] ମଡ୍ ବାଥ୍‌କୁ ନେଇ କ’ଣ କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଚର୍ଚ୍ଚାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖାସ ମାଟି ସ୍ନାନ ବା ମଡ୍ ବାଥ୍‌କୁ ନେଇ ସାଧାରଣ ଜନତାଙ୍କ ପାଖରେ ବାଣ୍ଟିଛନ୍ତି ନିଜ ଅନୁଭୂତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ସହ ସେ ମାଟି ସ୍ନାନର ଉପକାରିତା ବଖାଣିଛନ୍ତି ।

BjdElectrycity

ବାଚସ୍ପତିଙ୍କ ଅନୁଯାୟୀ ବରଗଛ ତଳେ ଥିବା ମାଟି ମଡ୍ ବାଥ୍ ପାଇଁ ଖୁବ ଭଲ । ତେବେ ବରଗଛ ଆଖପାଖରେ ଚାଷ ହେଉନଥିବ କିମ୍ବା ଅନ୍ୟାନ୍ୟ ଗଛ ନଥିବା ଦରକାର । ସକାଳୁ ସେହି ମାଟିକୁ ଆଣି କାଦୁଅରେ ପରିଣତ କରି ଦେହରେ ଲଗାଇବା ସହ କିଛି ସମୟ ଖରାରେ ବସିବାକୁ ସେ ଉପଦେଶ ଦେଇଛନ୍ତି । ପରେ ଭାବେ ଗାଧୋଇ ଦେହରେ ତେଲ ମାଲିସ କଲେ ଅନେକ ଉପକାର ମିଳିଥାଏ ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଭିଡିଓରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.