Latest Odisha News

BREAKING NEWS

ଓଡିଶାର ମନୋଜ ମହାପାତ୍ର ହେବେ ଏଲ୍ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଓଡିଶାର ମନୋଜ ମହାପାତ୍ର ହେବେ ଏଲ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ । ମନୋଜ ମହାପାତ୍ର ଏଲ ସାଲଭାଡୋରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଛନ୍ତି ବୋଲି ସେଣ୍ଟାଲ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।ମନୋଜ ୨୦୦୦ ବ୍ୟାଚର ଆଇଏଫ୍ଏସ୍ ଅଧିକାରୀ ଥିଲେ । ପୂର୍ବରୁ ମଧ୍ୟ ସେ ୱାଶିଂଟନ୍ ଦୂତାବାସରେ କାର୍ଯ୍ୟ କରିଥିଲେ ଏବଂ ନିୟୁର୍କରେ କନସୁଲେଟ ଜେନେରାଲ ଅଫ୍ ଡେପୁଟି କନସୁଲ ଜେନରାଲ ଭାବେ କାର୍ଯ୍ୟ କରିଥିଲେ । ସେ ଓଡିଶାର ବାସିନ୍ଦା ଅଟନ୍ତି ।

Comments are closed, but trackbacks and pingbacks are open.