ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
‘ସେୟାର ରାଇଡ୍’ରେ ଗୋଟିଏ ଟ୍ୟାକ୍ସିରେ ଅନେକ ବ୍ୟକ୍ତି ଏକାଥରକେ କମ୍ ଟଙ୍କାରେ ଯାତ୍ରା କରି ପାରୁଥିଲେ । କିନ୍ତୁ ଏବେ ଏହି ସେବାକୁ ବନ୍ଦ କରାଯାଇଛି । ଏନେକ ଓଲା କମ୍ପାନୀ ସୂଚନା ଦେଇଛି । କରୋନା ଭାଇରସକୁ ରୋକିବା ପାଇଁ ସାମୟିକ ଦୂରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି ।
ତେବେ କମ୍ପାନୀର ମାଇକ୍ରୋ, ମିନି, ପ୍ରାଇମ୍, ରେଣ୍ଟାଲ ଓ ଆଉଟ୍ ଷ୍ଟେସନ ସେବା ଜାରି ରହିବ ବୋଲି କହିଛନ୍ତି। ସେହପରି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଉବେର କର୍ତ୍ତୃପକ୍ଷ।
BREAKING NEWS
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ
- India’s Ambassador To Nepal:ସୁଧାକର ଦଲେଲା କିଏ? ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ
- କଂଗ୍ରେସ ମହାରାଲି ପାଇଁ ଗ୍ରୀନ୍ ସିଗନାଲ୍: ମିଳିଲା NOC, କମ୍ପିବ ରାମଲୀଳା ମଇଦାନ
- RG Kar Case: ସନ୍ଦୀପ ଘୋଷଙ୍କ ଜାମିନକୁ ନେଇ ତେଜିଲା ରାଜନୈତିକ ହଇଚଇ, CBI ଭୂମିକା ଉପରେ ଉଠିଲା ପ୍ରଶ୍ନ
- କ୍ରିକେଟ୍ର ନୂଆ ଫର୍ମାଟ୍: ଟେଷ୍ଟ ଟ୍ୱେଣ୍ଟି
- ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଶାନ୍ତି ବଜାୟ ରଖିବା ପାଇଁ ପିସ୍ ବଣ୍ଡ ସ୍ୱାକ୍ଷର

Comments are closed.