Latest Odisha News

BREAKING NEWS

ଆରଟିଓ-୧ ର ଆଉ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର ଆରଟିଓ ୧ର ଆଉ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ଏହି ଅଫିସର ଚାରି ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଫିସକୁ ସିଲ୍ କରାଯାଇଥିଲା । ଏଠାରେ କାମ କରୁଥିବା ଏଠାରେ କାମ କରୁଥିବା ଅନ୍ୟ ୧୩ ଜଣ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।

ଆରଟିଓ-୧ରେ ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆରଟିଓ-୨ର କିଛି କର୍ମଚାରୀ ଆସିଥିବାରୁ ଆଜି ସକାଳେ ଆରଟିଓ ୨କୁ ସିଲ୍ କରାଯାଇଛି । ଏହି ସମୟ ମଧ୍ୟରେ ଆରଟିଓ ୧ ଓ ଆରଟିଓ ୨କୁ ସାନିଟାଇଜ କରାଯାଉଛି ।

Leave A Reply

Your email address will not be published.