Latest Odisha News

BREAKING NEWS

Browsing Tag

opsc

ସିଭିଲ୍ ସର୍ଭିସେସ୍ ୨୦୨୧ ରେଜଲ୍ଟ ଉପରୁ ଅନ୍ତରୀଣ ରହିତାଦେଶ ହଟାଇଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସେସ୍ ରେଜଲ୍ଟ ପ୍ରକାଶନ ଉପରେ ହାଇକୋର୍ଟ ଲଗାଇଥିବା ଅନ୍ତରୀଣ ରହିତାଦେଶ ହଟାଇ ନେଇଛନ୍ତି । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ପିଟିସନର ଶୁଣାଣି କରି ଓସିଏସ୍ ରେଜଲ୍ଟ ଉପରେ ଥିବା ରହିତାଦେଶକୁ କୋର୍ଟ ହଟାଇ ଦେଇଛନ୍ତି । ଜଷ୍ଟିସ୍ ଆଦିତ୍ୟ କୁମାର…

ଏଏସ୍‌ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ, ଓପିଏସ୍‌ସିକୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ…

ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ; ଜାଣନ୍ତୁ, କେବେ ହେବ ପରୀକ୍ଷା

ଭୁବନେଶ୍ୱରୀ:ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା (ଓସିଏସ) ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ (ଓପିଏସସି) ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି । ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରି ଓପିଏସସି ପକ୍ଷରୁ କୁହାଯାଇଛି, ପୂର୍ବରୁ ପ୍ରକାଶ ପାଇଥିବା…

OPSC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ

କଟକ: ଆପଣ କଣ ଚାକିରି ଖୋଜୁଛନ୍ତି କି ? ଯଦି ହଁ ତେବେ ଏ ଖବର ଆପଣଙ୍କ ପାଇଁ । OPSC- ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞାପନ ବାହାରିଛି । ଗ୍ରୁପ୍ ବି ଷ୍ଟାଟିଷ୍ଟିକାଲ ଅଫିସର ପଦରେ ୩୩ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଆଶାୟୀ ଆବେଦନକାରୀ…

ASO ପରୀକ୍ଷା ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଓପିଏସସି ପକ୍ଷରୁ କରାଯାଇଥିବା ASO ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଓପିଏସସି ASO ରେଜଲ୍ଟ ପ୍ରକାଶି କରିବ ନାହିଁ । ତେବେ ଡିସେମ୍ବର ୪ ତାରିଖରେ ହେବାକୁ ଥିବା କମ୍ୟୁଟର ଦକ୍ଷତା…

ଓପିଏସସିର ନୂତନ ସଦସ୍ୟ ଭାବେ ସରିତା ଓ ସନତଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡିଶା ଲୋକ ସେବା ଆୟୋଗ(ଓପିଏସସି)ର ନୂତନ ସଦସ୍ୟ ଭାବେ ଡ.ସରିତା ସୂପକାର ଓ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଉଭୟ ଡ.ସୂପକାର ଓ ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଛନ୍ତି  । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଆଜି ଅର୍ଥାତ୍ ଅଗଷ୍ଟ ୨୧ରେ ଏହି ଲିଖିତ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ରାଜ୍ୟରେ ଭୀଷଣ ବନ୍ୟା ସ୍ଥିତି ପାଇଁ…

ବନ୍ୟା ପାଇଁ OPSC ସ୍ଥଗିତ ରଖିଲା ASO ପରୀକ୍ଷା

ଭୁବନେଶ୍ୱର: ଅଧା ଓଡ଼ିଶା ବନ୍ୟା ଜଳରେ ବୁଡ଼ି ରହିଥିବା ବେଳେ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ASOର ଲିଖିତ ପରୀକ୍ଷା ଆସନ୍ତା ରବିବାର ୨୧ ତାରିଖରେ ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଯାଏ ASO ପରୀକ୍ଷା ସ୍ଥଗିତ…

ନଭେମ୍ବର ୩ରୁ ଓଜେଏସ(OJS) ମେନ ପରୀକ୍ଷା

କଟକ: ଓଡିଶା ଜୁଡିସିଆଲ୍ ସର୍ଭିସେସ୍ (OJS) ର ମୁଖ୍ୟ ଲିଖିତ ପରୀକ୍ଷା ନଭେମ୍ବର 3 ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସି) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର 6 ରେ ଲିଖିତ ପରୀକ୍ଷା ଶେଷ ହେବ। ପରବର୍ତ୍ତୀ ସମୟରେ ସବିଶେଷ କାର୍ଯ୍ୟସୂଚୀ…

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲା ‘ଓପିଏସସି’

କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସସି) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ରେଜଲ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ନିମନ୍ତେ ବୁଧବାର ଦିନ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି । ଓପିଏସସି ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି ଯେ, www.opsc.gov.in ଜରିଆରେ ଆଶାୟୀ…