Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଙ୍ଗାଳି ସାହିରେ ନିଆଁଲାଗି ଯିବାରୁ ୫ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି । ଗାଁର ରାମଚନ୍ଦ୍ର ଓ ନଟବର ସେନଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ଚାଳ ଘର ସମ୍ପୂର୍ଣ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇ ଥିବା ଅନୁମାନ…

ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ

କଟକ : ବିଶିଷ୍ଟ କଥାକାର ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଲେଖିକା ଡ. ମନୋରମା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ…

ନିର୍ବାଚନ କମିସନଙ୍କୁ ମମତା ବାନାର୍ଜୀଙ୍କ ପ୍ରଶ୍ନ, କାହା ସ୍ବାର୍ଥରେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ ପାଇଁ…

କୋଲକାତା : ଆଠଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମାର୍ଚ୍ଚ ୨୭ରୁ ଅପ୍ରେଲ ୨୯ ପର୍ଯ୍ୟନ୍ତ ଆଠଟି ପର୍ଯ୍ୟାୟରେ ହେବ ମତଦାନ । ତାରିଖ ଘେଷଣା କରିବା ପରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ନିଷ୍ପତ୍ତି ଉପରେ ପ୍ରଶ୍ନ…

ଭୁବନେଶ୍ୱରରେ ସବୁଠୁ ଅଧିକ ଖରା, ୧୭ ସହରରେ ୩୫ ଡିଗ୍ରୀ ପାର ତାପମାତ୍ରା

ଭୁବନେଶ୍ୱର:ଜଳୁଛି ଭୁବନେଶ୍ୱର । ତିନି ଦିନ ଧରି ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦୁଇ ଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି । ଏଥିସହିତ ରାଜ୍ୟର ୧୭ଟି…

ସୁଧୁରୁଛି ଭାରତୀୟ ଅର୍ଥନୀତି, ୦.୪ ପ୍ରତିଶତ ବଢ଼ିଲା ତ୍ରୈମାସିକ ଜିଡିପି

ନୂଆଦିଲ୍ଲୀ : ସୁଧୁରୁଛି ଭାରତୀୟ ଅର୍ଥନୀତି । ଡିସେମ୍ୱର ତ୍ରୈମାସିକରେ ଭାରତର ଜିଡିପିରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି । ଏନେଇ ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ୨୦୨୦-୨୧ର ପ୍ରଥମ ଦୁଇଟି ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି…

ଦୁଇ କର୍ମଚାରୀଙ୍କ ଭୁଲ ଯୋଗୁଁ କ୍ଷତି ସହିବାକୁ ପଡିଛି ଆମେରିକାର ସିଟି ବ୍ୟାଙ୍କକୁ, ଲାଗିଲା ୬୬ ଅରବ ଡଲାରର ଚୂନା

ବେଙ୍ଗାଳୁରୁ: ଭାରତର ଆଇଟି କମ୍ପାନୀ ଓ୍ଵିପ୍ରୋର ଦୁଇ କର୍ମଚାରୀଙ୍କ ତ୍ରୁଟି କାରଣରୁ ଆମେରିକାର ସିଟି ବ୍ୟାଙ୍କକୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡିଛି । ଏହି ମାମଲା କସ୍ମୋଟିକ୍ କମ୍ପାନୀ ରେଭଲନର ଏକ ଟର୍ମ ଲୋନ୍ ସହ ଜଡିତ ରହିଛି । ସିଟି ବ୍ୟାଙ୍କର ପ୍ରଶାସନ ରେଭଲନର ଲୋନ ମାମଲାରେ…

ଖରା ପାଇଁଁ ସକାଳୁଆ ସ୍କୁଲ

ଭୁବନେଶ୍ବର : ଏବେଠୁ ବଢ଼ିଲାଣି ତାତି । ଆଗକୁ ଆହୁରି ବି ବଢ଼ିବ । ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଖରା ପାଇଁ ସକାଳ ୭ଟାରୁ ୯ଟା ଯାଏ ଚାଲିବ ନବମ ଓ ଏକାଦଶ ଶ୍ରେଣୀ । ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ । ଏନେଇ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସତ ନା ମିଛ ? ଚାକର ସହ ଚମ୍ପଟ୍ ଇରା ଖାନ

ଭୁବନେଶ୍ୱର: ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ପରିବାରକୁ ନେଇ ଅଜବ ଗୁଜବ । ଚାକର ସହ ଚମ୍ପଟ୍ ମାରିଛନ୍ତି ଝିଅ ଇରା ଖାନ । ଏ କଥା ଆମେ କହୁନୁ, ବରଂ ସୋସିଆଲ ମିଡିଆରେ ଏହି ଖବର ଚହଳ ଖେଳାଇଛି । ଇଣ୍ଟରନେଟରେ ଘୁରିବୁଲୁଥବା ଏକ ଫଟୋ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଝିଅ ଇରା ଓ ଜଣେ ଅଜଣା…

ସି-ସୋରର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସି ସୋର ଚିଟ୍‌ଫଣ୍ଡ ସଂସ୍ଥାର ୬୫୦ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ । ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, ବ୍ୟାଙ୍କରେ ଜମା…

ବ୍ରାଜିଲ କିଣିବ କୋଭାକ୍ସିନର ୨ କୋଟି ଡୋଜ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର କିଣିବ ବ୍ରାଜିଲ । କୋଭାକ୍ସିନର ୨ କୋଟି ଡୋଜ୍‌ କିଣିବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ବ୍ରାଜିଲ । ବ୍ରାଜିଲର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଏହି କ୍ରୟର ମୂଲ୍ୟ ୧.୬ ବିଲିୟନ ରିଏସ୍‌…