Latest Odisha News

BREAKING NEWS

ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତ ଶାସନ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ପୁଡୁଚେରି : ଭି ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଆଜି ପୁଡୁଚେରିରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବ୍ରୁଆରି ୨୨ରେ ପୁଡୁଚେରି…

5Tର ପାଞ୍ଚ ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : 5T ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ମହିଳା ଓ ଶିଶୁମାନଙ୍କୁ ତ୍ବରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ । ସରକାରଙ୍କର 5T ଉପକ୍ରମ…

ମୋଟେରାରେ ଭାରତର ବୃହତ ବିଜୟ, ୨ ଦିନରେ ମ୍ୟାଚ ଶେଷ

ମୋଟେରା: ମୋଟେରାରେ ସ୍ପିନରଙ୍କୁ ସୁହାଉଥିବା ପିଚରେ ବାଜି ମାରିଛି ଭାରତ । ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୧୦ ଉଇକେଟରେ ବିଜୟ ହାସଲ କରିଛି । ଟେଷ୍ଟ ଇତିହାସରେ ୨୨ଥର ପାଇଁ ଗୋଟିଏ ମ୍ୟାଚ ୨ଦିନରେ ଶେଷ ହୋଇଛି । ୪୯ ରନର ବିଜୟ ଲକ୍ଷ୍ୟକୁ ଭାରତ କୌଣସି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୭ କୋଭିଡ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର । କରୋନା ମହାମାରୀ ଭିତରେ ସୁସ୍ଥ ହେଲେ ଆଉ ୬୭ ଆକ୍ରାନ୍ତ । ପୁରୀରୁ ସର୍ବାଧିକ ୧୩ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ଼ରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଅନୁଗୁଳରୁ ୫ ଜଣ, ବାଲେଶ୍ବର ଓ ଝାରସୁଗୁଡ଼ାରୁ ୪ ଜଣ…

ଜଳୁଛି ରାଜଧାନୀ, ୩୯.୪ ଡିଗ୍ରୀ ସହ ଆଜି ବି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: କମୁଛି ଶୀତ, ବଢ଼ୁଛି ପାରଦ । ୨ ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀରେ ପାରଦ ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ୩୯.୪ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଗତକାଲି ଭଳି ଭୁବନେଶ୍ୱର ଆଜି ରାଜ୍ୟର ସବୁଠୁ ଉତ୍ତର ସହର…

ଅହମଦାବାଦରେ ଅକ୍ଷରଙ୍କ ରାଜୁତି, ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୮୧ ରନରେ ଅଲଆଉଟ୍

ଅହମଦାବାଦ: ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁ ଜାରି ରହିଛି । ପିଙ୍କ ବଲ୍ ଟେଷ୍ଟରେ ଫେଲ୍ ମାରୁଛନ୍ତି ବ୍ୟାଟ୍ସମ୍ୟାନ୍ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ସାମ୍ନା କରି ନପାରି ଭ୍ରମଣକାରୀ ଦଳ ୪୮ ଓଭର ୪ ବଲରେ ସମସ୍ତ…

ମୋଟେରା ଟେଷ୍ଟରେ ଅଶ୍ୱିନୀଙ୍କ କୀର୍ତ୍ତିମାନ

ମୋଟେରା: ଭାରତର ଅଭିଜ୍ଞତା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଇଂଲଣ୍ଡ ବିପକ୍ଷ ଚଳିତ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୨ଟି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ଏବଂ ଟେଷ୍ଟ କ୍ରିକେଟରେ ୪୦୦ ଉଇକେଟ ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି । ୧୭.୨…

ସୁନାପୁର ବେଳାଭୂମିରେ ଲାଗିଲା‌ ବିଶାଳକାୟ ସାର୍କ, ମତ୍ସ୍ୟଜୀବୀ-ବନ କର୍ମଚାରୀ ଛାଡ଼ିଲେ ସମୁଦ୍ରରେ

ବ୍ରହ୍ମପୁର: ଆଜି ଅପରାହ୍ଣରେ ବେଳାଭୂମିରେ ଲାଗିଥିଲା ଏକ ବିଶାଳକାୟ ସାର୍କ । ହାତ ପାଆନ୍ତାରେ ଏତେ ବଡ଼ ସାର୍କକୁ ଦେଖି ‌ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ ।  ହ୍ବେଲ୍‌ ସାର୍କଟିକୁ ପୁଣି ସମୁଦ୍ର ଭିତରକୁ…

ନୀରବ ମୋଦିଙ୍କ ଆବେଦନ ଖାରଜ, ଭାରତ ପ୍ରତ୍ୟର୍ପଣ ନେଇ ଲଣ୍ଡନ କୋର୍ଟର ମଞ୍ଜୁରୀ

ନୂଆଦିଲ୍ଲୀ: ୧୩୦୦୦ କୋଟି ଟଙ୍କାର ପିଏନବି ଦୁର୍ନୀତି ମାମଲାରେ ଭାରତ ସରକାରକୁ ଆଜି ବଡ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଆବେଦନ ଆଜି ଲଣ୍ଡନର ଏକ କୋର୍ଟରେ ଖାରଜ ହୋଇଛି । ୱେଷ୍ଟମିଷ୍ଟର କୋର୍ଟ ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ କରିବା ନେଇ ମଞ୍ଜୁରୀ…

କମିଶନରେଟ୍ ପୋଲିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର: ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ପ୍ରଶଂସା କରିଛନ୍ତି । ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ଜଳନ୍ଧରକୁ ମାମଲାର ୨୨ ବର୍ଷ ପରେ ପୋଲିସ କମିଶନରଙ୍କ ନେତୃତ୍ୱରେ ଗିରଫ କରିଥିଲା…