କରୋନା ନେଲା ଆଉ ୧୨ ଜୀବନ, ମୃତ୍ୟୁସଂଖ୍ୟା ୨ ହଜାର ୨୯କୁ ବୃଦ୍ଧି
ଭୁବନେଶ୍ୱର: କରୋନାରେ ମୃତ୍ୟୁ ଥମୁନି । ସଂକ୍ରମଣ ଭଳି ରାଜ୍ୟରେ କରୋନାରେ ଲୋକ ଆଖି ବୁଜୁଛନ୍ତି । ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଏଯାବତ୍ ୨ ହଜାର ୨୯ ଜଣଙ୍କ ଜୀବନ ନେଇଛି କରୋନା ।…