ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍କୁ ଶକ୍ତିହୀନ କରୁଛି କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ଭାରତ ବାୟୋଟେକ୍ ଦ୍ବାରା ଉତ୍ପାଦିତ କୋଭିଡ୍ ଟିକା କୋଭାକ୍ସିନ୍ B.1.617 ପ୍ରକାର କିମ୍ବା ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍କୁ ଶକ୍ତିହୀନ କରୁଥିବା ଜଣାପଡ଼ିଛି। ଏ ନେଇ ହ୍ବାଇଟ୍ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନୀ ଫାଉସି ମଙ୍ଗଳବାର…