Latest Odisha News

BREAKING NEWS

୩ ଦିନ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ କୋଭିଡ୍ ଟିକା ଦେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତଙ୍କ…

ସୀମାନ୍ତ ଗାଁରେ ବିଜେପିର ପ୍ରତିନିଧି ଦଳ, ଅଞ୍ଚଳର ଲୋକଙ୍କ ବିକାଶ ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆଖି ପକାଉଛନ୍ତି ପଡ଼ୋଶୀ ରାଜ୍ୟ । କୋରାପୁଟ ଜିଲ୍ଲାର କୋଟିଆ ପରି ମୟୂରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡ଼ଖଣ୍ଡ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡ଼ଖଣ୍ଡ ସରକାର ଭତ୍ତା ବାବଦକୁ ୧୦୦୦ ଟଙ୍କା…

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ, ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥାହେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ । ଏହା ମାଧ୍ୟମରେ ରାଜ୍ୟରେ…

ଇଣ୍ଡିଆନ ଗ୍ରାଁପ୍ରି୨: ପୁରୁଷ ୧୦୦ ମିଟରରେ ଅମୀୟଙ୍କୁ ରୌପ୍ୟ

ଭୁବନେଶ୍ୱର: ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟ୨ରେ ଓଡିଶା ଅମୀୟ ମଲିକ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହାରାଷ୍ଟ୍ରର କ୍ରିଷ୍ଣାକୁମାର ରାଣେ (୧୧.୭୧ସେକେଣ୍ଡ) ସମୟ ନେଇ ଏହି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅମୀୟ ୧୧.୭୪ ସେକେଣ୍ଡରେ ରେସ୍…

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ଜିଲେଟିନ୍ ଭର୍ତ୍ତି ସ୍କର୍ପିଓ ଜବତ

ମୁମ୍ବାଇ : ଦେଶର ସବୁଠୁ ଧନୀ ତଥା ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ସ୍କର୍ପିଓକୁ ଜବତ କରାଯାଇଛି । ଏହି ଗାଡିରୁ ପ୍ରାୟ ୨୦ଟି ଜିଲେଟିନ୍‌ ଛଡ଼ ଜବତ କରାଯାଇଛି । ଏ ସମ୍ପର୍କରେ ଜଣାପଡିବା ପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ…

ଅମୀଷା ପଟେଲଙ୍କ ବିରୋଧରେ ଠକାମୀ ଅଭିଯୋଗ, ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏବେ ବିବାଦ ମଧ୍ୟରେ ରହିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଝାରଖଣ୍ଡ ହାଇକୋର୍ଟରେ ହୋଇଛି । କୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିନେତ୍ରୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ…

ରିଲିଜ୍ ଅପେକ୍ଷାରେ ଓଡିଆ ଫିଲ୍ମ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ଗାଲୁଆମୀ କରିବାକୁ ସଜବାଜ ହେଉଛନ୍ତି ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ତେବେ ରିୟଲ୍ ନୁହେଁ ବରଂ ରିଲ୍ ଲାଇଫରେ ତାଙ୍କୁ ଗାଲୁଆମୀ କରିବାରେ ଦର୍ଶକ ଦେଖିବାକୁ ପାଇବେ । ରିଲିଜ୍ ଅପେକ୍ଷାରେ ରହିଛି ଓଡିଆ ଫିଲ୍ମ ଗାଁର ନାଁ ଗାଲୁଆପୁର । ଫିଲ୍ମର ମୁଖ୍ୟ ଭୂମିକାରେ…

ବଲାଙ୍ଗିରରେ କ୍ରିକେଟ୍ ଖେଳିବେ କଳାକାର, ଏକାଠି ହେବେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ 

ବଲାଙ୍ଗିର: ବଲାଙ୍ଗିରରେ କ୍ରିକେଟ ଖେଳିବେ କଳାକାର । ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଏକତ୍ରିତ ହେବେ । ସେଥିପାଇଁ  ବନ୍ଧୁତାପୂର୍ଣ୍ଣ ସେଲିବ୍ରେଟି ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏନେଇ ଯାଦବ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପଶ୍ଚିମ…

୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖ : ACS

ଭୁବନେଶ୍ବର : ଦେଶରେ ଧିରେ ଧିରେ କାୟା ମେଲାଇଲାଣି ମହାମାରୀ କରୋନା । ଯାହାକୁ ନେଇ ଏବେ ଲୋକଙ୍କ ମନରେ ପଶିଲାଣି ଛନକା । ଏଭଳିସ୍ଥିତିରେ ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ…

ଦୂତି-ହିମାଙ୍କ ମଧ୍ୟରେ ମୁକାବିଲା ହେଲାନି: ୧୦୦ ମିଟରରେ ଦୂତି, ୨୦୦ରେ ହିମାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟ ୨ରେ ଓଡିଶାର ଦୂତି ଚାନ୍ଦ ଓ ଆସାମର ହିମା ଦାସଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମାତ୍ର ୧୦୦ମିଟରରେ ହିମା ଶେଷ ମୂହର୍ତରେ ଓହରି ଯାଇଥିଲେ । ଗୁରୁବାର ୧୦୦ ମିଟର…