Latest Odisha News

BREAKING NEWS

ଆରମ୍ଭ ହେବ କୋଭିଡ ସପ୍ତାହ, ହାରିବ କରୋନା!!

ବ୍ରହ୍ମପୁର: ଆସନ୍ତା ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ସପ୍ତାହବ୍ୟାପୀ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ । କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ମେସେଜ୍ ମାଧ୍ୟମରେ ମଧ୍ୟ ପ୍ରଶାସନକୁ…

[ଦେଖନ୍ତୁ ଭିଡ଼ିଓ] ଭାରତୀୟ ସେନାର ପରାକ୍ରମ ଦେଖି ଭୟରେ କାନ୍ଦୁଛନ୍ତି ଚୀନ ସୈନିକ

ବେଜିଙ୍ଗ: ସୀମାରେ ଭାରତୀୟ ସେନାର ଶକ୍ତି ଦେଖି ଭୟଭୀତ ହୋଇପଡିଛନ୍ତି ଚୀନ ସୈନିକ। ଏପରିକି ସେମାନଙ୍କ ଆଖିରେ ଲୁହ ମଧ୍ୟ ଆସିଗଲାଣି । ଚାଇନାର ସୈନିକ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କାନ୍ଦୁଥିବାର ଦେଖାଯାଉଛି। ଭାରତ ସୀମାରେ…

ଲଗାତାର ବର୍ଷାରେ ବେହାଲ ସ୍ୱପ୍ନ ନଗରୀ ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ରାସ୍ତା ଓ ରେଳ ଚଳାଚଳ ବ୍ୟାହତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସାରା ସହରରେ ବର୍ଷା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ରାତିସାରା କିଛି ଘଣ୍ଟା ଧରି ପ୍ରବଳ ବର୍ଷା…

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ…

ଗଣିତ କୁହୁକ: ୭ ଘୋଡା, ୩ ଭାଇ

ଗୋଟିଏ ସହରରେ ଜଣେ ଧନୀ ବଣିକ ରହୁଥିଲେ । ତାଙ୍କର ଥିଲେ ତିନି ପୁଅ । ଏମାନଙ୍କ ଭିତରୁ କାହାରି ବେପାର ବଣିଜରେ ବିଲକୁଲ ଆଗ୍ରହ ନଥିଲା । ବଣିକଙ୍କର ସବୁ ବ୍ୟବସାୟ ବୁଝୁଥିଲେ ଜଣେ ଗୁମାସ୍ତା । ଦିନେ ବଣିକଙ୍କ ଦେହ ଭୀଷଣ ଅସୁସ୍ଥ ହୋଇଗଲା । ମୃତ୍ୟୁ ଆଗରୁ ସେ ତିନି ପୁଅଙ୍କ ନାଁରେ ଗୋଟିଏ…

ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ନାଁରେ ଦୟାର ହେଲା ବଳାତ୍କାର ମାମଲା

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ପୋଲିସ ନିକଟରେ ଦେଇଥିବା ଅଭିଯୋଗ ଆଧାରରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇଛି। ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସ ପାୟଲଙ୍କ ବୟାନରେକର୍ଡ କରିସାରିଛି। ସେ ୨୦୧୩ ରେ ଭର୍ସୋଭା ୟାରି ରୋଡରେ…

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଫାଟକର ରୂପା ଆଚ୍ଛାଦନ ପ୍ରକିୟା

ପୁରୀ: ପୁରୀର ଜଗନ୍ନାଥ ମନ୍ଦିରର ତିନୋଟି ଫାଟକକୁ ରୂପା ଆଚ୍ଛାଦନ ପାଇଁ କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ସୂଚନାନୁସାରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଆଶିଷ କୁମାର ସୁବୋଧଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ମୁଖ୍ୟ ମନ୍ଦିରର ମୁକ୍ତି ମଣ୍ଡପ…

ସେମାନେ କେତେ ସୁରକ୍ଷିତ?

ଶ୍ରୁତକୀର୍ତ୍ତି ତ୍ରିପାଠୀ କରୋନା ମହାମାରୀର ସଂକ୍ରମଣ ଏବଂ ତଦଜନିତ ଭୟ ସମଗ୍ର ବିଶ୍ୱରେ ବିଷମ ପରିସ୍ଥିତି ସୃଷ୍ଟି କରିଛି । କୋଭିଡ - ୧୯ ନାମକ ଏହି ମାରାତ୍ମକ ଭୂତାଣୁର ପ୍ରାଦୁର୍ଭାବ ଏ ଯାଏଁ କମିନି । ସବୁଠାରୁ ବେଶୀ ଆଘାତପ୍ରାପ୍ତ ଏବଂ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଶ୍ରମିକ…

କୋଭିଡ ମାମଲା ବୃଦ୍ଧି: ଭାରତ, ବ୍ରାଜିଲ, ଆର୍ଜେଣ୍ଟିନାକୁ ବିମାନସେବା ବାତିଲ କଲା ସାଉଦି ଆରବ

କୋଭିଡ ମାମଲାରେ ବୃଦ୍ଧି ହେତୁ ଭାରତ, ବ୍ରାଜିଲ, ଆର୍ଜେଣ୍ଟିନା ସହିତ ବିମାନ ଯାତ୍ରାକୁ ସ୍ଥଗିତ କଲା ସାଉଦି ଆରବ । ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ରାଜ୍ୟରେ ପହଞ୍ଚିବାର ୧୪ଦିନ ପୂର୍ବରୁ ଏହି ଦେଶଗୁଡିକ ମଧ୍ୟରୁ କୌଣସି ଦେଶକୁ ଯାତ୍ରା କରିଛନ୍ତି ସେମାନଙ୍କୁ ମଧ୍ୟ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଆଦି ଜିଲ୍ଲାର ଗୋଟିଏ…