Latest Odisha News

BREAKING NEWS

KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ, ଭୟରେ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ 

ଭୁବନେଶ୍ୱର: KYC ଅପଡେଟ୍ ନେଇ ସଚେତନତା । ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି । ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ । KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ…

ଟୁଲ୍କିଟ୍ ବିବାଦ; ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର ହେଲା ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ

ନୂଆଦିଲ୍ଲୀ: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ସହ ହୋଇଥିବା ଟୁଲ୍କିଟ୍ ମାମଲାରେ ସହ-ଅଭିଯୁକ୍ତ ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ ପାଇଁ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଆଜି ଦିଶାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ଯାଉଛି। ଏହାପୂର୍ବରୁ ଦିଶାଙ୍କୁ ଦିନିକିଆ ପୋଲିସ…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ପକ୍ଷରୁ ଦୁଇଦିନିଆ ମାତୃଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ "ସମ୍ବାଦ"ରେ ପ୍ରକାଶ ପାଉଥିବା ସ୍ତମ୍ଭ ଆମ ଘରର ହାଲଚାଲ ପାଇଁ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ…

ଏହି ଦିନ ମୁକ୍ତିଲାଭ କରିବ ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ‘ମୁମ୍ବାଇ ସାଗା’

ନୂଆଦିଲ୍ଲୀ: ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ଅଭିନୀତ ଚଳଚ୍ଚିତ୍ର 'ମୁମ୍ବାଇ ସାଗା'ର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ୧୯ ମାର୍ଚ୍ଚ ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆସନ୍ତାକାଲି, ଅର୍ଥାତ୍‌ ଫେବୃଆରୀ ୨୪ ରେ ଫିଲ୍ମର ଟିଜର ରିଲିଜ ହେବ। ଜନ୍…

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…

ବିବନ ବିଶ୍ବାଳ ଗିରଫ ପରେ,ପୋଲିସ କମିଶନରଙ୍କୁ ଭେଟିଲେ CBIର ୨ ଅଧିକାରୀ, ତଦନ୍ତର ଅଗ୍ରଗତି ନେଇ ଆଲୋଚନା 

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ…

ଦେଶକୁ ସୁସ୍ଥ ରଖିବା ପାଇଁ ସରକାର ଏକାସାଙ୍ଗରେ ଚାରୋଟି ଦିଗରେ କାର୍ଯ୍ୟ କରୁଛନ୍ତି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ସରକାର ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ କେବଳ ଚିକିତ୍ସା ଉପରେ ନୁହେଁ ବରଂ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୟୁନିୟନ ବଜେଟର…

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ପୁଣିଥରେ ଚର୍ଚ୍ଚା

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ । ନୂଆ ପ୍ରାଇଭେସି ପଲିସୀ ଅନୁସାରେ ୟୁଜର୍ସ ଯଦି ସର୍ତ୍ତ ନ ମାନନ୍ତି ତାହେଲେ ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ । ଏହି ସର୍ତ୍ତ ସ୍ୱୀକାର କରିବା ପରେ ୟୁଜର୍ସ ପୁଣିଥରେ ପୂର୍ବଭଳି ହ୍ୱାଟ୍ସଆପ ବ୍ୟବହାର କରିପାରିବେ । ହ୍ୱାଟ୍ସଆପ୍…

ଟୁଲ୍କିଟ୍ ମାମଲା: ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଆଜି ରାୟ ଦେ‌ଇପାରନ୍ତି କୋର୍ଟ

ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଦିଲ୍ଲୀ ପୋଲିସ ଗିରଫ କରିଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ କୋର୍ଟ ଆଜି ରାୟ ଶୁଣାଇବାର ସମ୍ଭାବନା ରହିଛି। ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ଭାରତକୁ ବଦନାମ କରିବା ଏବଂ ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ବିସ୍ତାର କରିବା…

ଫିଲ୍ମ ‘ଭୁତ୍‌ ପୋଲିସ୍‌’ର ରିଲିଜ୍ ତାରିଖ ଘୋଷଣା କଲେ ଜ୍ୟାକ୍‌ଲିନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଭୁତ୍‌ ପୋଲିସ'ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ୍ ଅଲି ଖାନ୍, ୟାମି ଗୌତମ ଏବଂ ଅର୍ଜୁନ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ…