Latest Odisha News

BREAKING NEWS

ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ କଟକର କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି

କଟକ: ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ (NLU)ର ନୂତନ କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି ମିଳିଛି । ରିପୋର୍ଟ ଅନୁସାରେ ପ୍ରଫେସର ଏସକେ ଭଟ୍ଟନଗର, ଡକ୍ଟର ଫୈଜନ ମୁସ୍ତାଫା ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ କମିଟି ବେଦ କୁମାରୀଙ୍କ ସମେତ ୮ ଜଣଙ୍କ ନାଁ ପ୍ରଧାନ ବିଚାରପତିଙ୍କୁ…

କୋଇଲା ଚୋରା ଚାଲାଣ ମାମଲା: ରୁଜିରାଙ୍କୁ ପଚରାଉଚରା ପାଇଁ ବାସଭବନ ପହଞ୍ଚିଲା ସିବିଆଇ

ନୂଆଦିଲ୍ଲୀ: କୋଇଲା ଚୋରା ଚାଲାଣ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ମଙ୍ଗଳବାର ପହଞ୍ଚିଛନ୍ତି। ଅଭିଷେକ ବାନାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ଏବେ ରାଜ୍ୟରେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ

ଭୁବନେଶ୍ୱର: ଏବେ ରାଜ୍ୟରେ ଖୋଲିବନି ପ୍ରଥମରୁ ଅଷ୍ଟର ଶ୍ରେଣୀ ଯାଏ ସ୍କୁଲ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ସ୍କୁଲ ଖୋଲିବା ନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନି । ବିଚାରବିମର୍ଶ ଚାଲିଛି । ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨କୋଭିଡ୍ ପଜିଟିଭ୍ 

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭…

ଏଣିକି ଆଗ୍ରହୀ ଯୁବକମାନଙ୍କୁ ଅନ୍‌ଲାଇନ୍‌ରେ କ୍ରିକେଟ ଶିଖାଇବେ ସଚିନ

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତେନ୍ଦୁଲକରଙ୍କ ସହ…

ଦୁଇ ସପ୍ତାହ ମଧ୍ୟରେ ଆସିବ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ସାମର୍ଥ୍ୟ ତଥ୍ୟ; ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ସୋମବାର ଏକ ସମ୍ମିଳନୀରେ ଭାରତ ବାୟୋଟେକ୍ କହିଛି ଯେ ପ୍ରଥମ ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସାମର୍ଥ୍ୟ ତଥ୍ୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବାହାରକୁ ଆସିବାର ସମ୍ଭାବନା ରହିଛି। ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍…

ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରିଲିଜ୍ କଲା ‘ନାସା’

ନୂଆଦିଲ୍ଲୀ: ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୋମବାର ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ମୁକ୍ତିଲାଭ କରିଛି। ଯାହା ପର୍ସେଭେରାନ୍ସ ରୋଭର ଦ୍ୱାରା ଧରାଯାଇଥିବା ପବନର ଏକ ଦୁର୍ବଳ କ୍ରାକିଂ ରେକର୍ଡିଂ। ନାସା ଗତ ସପ୍ତାହରେ ରୋଭର ଅବତରଣର ପ୍ରଥମ ଭିଡିଓ ମଧ୍ୟ ପ୍ରକାଶ କରିଥିଲା, ଯାହାକି ଲାଲ୍‌…

ଚାମୋଲି ବିପର୍ଯ୍ୟୟ; ୧୩୫ ନିଖୋଜ ବ୍ୟକ୍ତିଙ୍କୁ ‘ମୃତ’ ଘୋଷଣା କରିବ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: କେନ୍ଦ୍ର ନିର୍ଦ୍ଦେଶ ଅନୁଯାୟୀ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ଫେବୃଆରୀ ୭ରେ ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ଲୋକଙ୍କୁ ମୃତ ବୋଲି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ବୋଲି ଅଧିକାରୀମାନେ ସୋମବାର କହିଛନ୍ତି। ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ପ୍ରାରମ୍ଭିକ ୨୦୪ ଜଣଙ୍କ…

ରାଜଧାନୀରେ ଫୁଲ ତୋଳୁଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଲୁଟେଲା

ଭୁବନେଶ୍ୱର: ରାଜଧାନୀରେ ମର୍ଣ୍ଣିଂ ଲୁଟେରାଙ୍କ ଆତଙ୍କରାଜ । ନିଳାଦ୍ରୀ ବିହାର ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍ । ବାଇକରେ ଆସିଥିଲେ ତିନି ଜଣ ଦୁର୍ବୃତ୍ତ । ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟିଥିଲେ । ଏମିତିବେଳେ ମହିଳାଙ୍କ…

ବିଲ ଭିତରୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଠାବ

ବିନିକା(ସୁବର୍ଣ୍ଣପୁର): ବିଲ ଭିତରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ବିଲରେ ପଡିଛି ମୃତଦେହ । କିଛି ଦୂରରେ ଡ୍ରେସ, ଚପଲ, ବ୍ୟାଗ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ…