Latest Odisha News

BREAKING NEWS

ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗାଁ ନିକଟରେ ଲୁଟ୍ । ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।…

ଉତ୍ତରାଖଣ୍ଡ ଋଷିଗଙ୍ଗା ମୁହାଣକୁ ଚଉଡା କଲେ ବିଶେଷଜ୍ଞଙ୍କ ଟିମ୍

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ ପରେ ପୁଣିଥରେ ଆଉ ଏକ ବିପଦ ନେଇ ଆଶଙ୍କା କରାଯାଉଛି । ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି ।  ଏହି ଟିମରେ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ଓ ୟୁଏସଏସିର ୪-୪ ବୈଜ୍ଞାନିକ…

କଟକରୁ ପୁଣି ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ, କାରଖାନା ମାଲିକ ଫେରାର୍

କଟକ: ଅସଲି ବ୍ରାଣ୍ଟ ନାଁରେ ନକଲି କାରବାର । କଟକରୁ ପୁଣି ଠାବ ହୋଇଛି ଭେଜାଲ୍ ସିମେଣ୍ଟ କାରଖାନା । ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡ୍ ଅନ୍ତର୍ଗତ ଖଇରା ବ୍ରିଜ ନିକଟରେ ଚାଲିଥିଲା ଏକ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି । ସୂଚନା ଆଧାରରେ ଆଜି ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।…

ଏକାମ୍ର କ୍ଷେତ୍ର ବାଇ-ଲ’ ନେଇ ବର୍ଷିଲା ବିଜେଡି, ‘ଏତେ ଦିନରୁ କେଉଁଠି ଶୋଇଥିଲା ASI ?’

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିଜେଡି ବର୍ଷିଛି । ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର…

ରାମ ମନ୍ଦିର ନିର୍ମାଣ ଲାଗି ୧.୧୧ ଲକ୍ଷ ଟଙ୍କା ଦାନ କଲେ ଜେଡିୟୁ ଜାତୀୟ ସଭାପତି ଆରସିପି ସିଂ

ନୂଆଦିଲ୍ଲୀ: ଜେଡିୟୁ ଜାତୀୟ ସଭାପତି ଆରସିପି ସିଂ ସୋମବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧.୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ କିଛି ଆରଏସଏସ ଅଧିକାରୀଙ୍କ ସହ ପାଟନାରେ ଆରସିପି ସିଂଙ୍କୁ ଭେଟି ରାମ…

ତୈଳ ଦର ବୃଦ୍ଧି ସାମୟିକ, ଖୁବଶୀଘ୍ର ସୁଧାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ତୈଳ ଦର ବୃଦ୍ଧି ସାମୟିକ । ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ…

ନୂଆ ଅତିଥିକୁ ନେଇ ଘରକୁ ଫେରିଲେ କରୀନା

ନୂଆଦିଲ୍ଲୀ: କରୀନା କପୁର ଖାନ ରବିବାର ଦିନ ତାଙ୍କର ଦ୍ୱିତୀୟ ସନ୍ତାନ ତଥା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କରୀନା ପୁଣି ଥରେ ଏକ ପୁତ୍ର ସନ୍ତାନର ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କରୀନା ନିଜ ପରିବାର ସହିତ ମଙ୍ଗଳବାର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ…

ବେସାମରିକ ପ୍ରତିରକ୍ଷା ତାଲିମ୍ ଅନୁଷ୍ଠାନର ନୂତନ କୋଠା ଉଦଘାଟିତ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଓଡ଼ିଶା ଅଗ୍ନିଶମ ସେବା ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ଥିବା ବେସାମରିକ ପ୍ରତିରକ୍ଷା ତାଲିମ୍ ଅନୁଷ୍ଠାନର ନୂତନ କୋଠା ଉଦଘାଟିତ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ୍ ମହାନ୍ତି ଏହି କୋଠାକୁ ଉଦଘାଟନ କରିଛନ୍ତି ।…

ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହ କଥା ହେଲେ

ଭୁବନେଶ୍ୱର: ପିପିଲି ଓ ଡେଲାଙ୍ଗବାସୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ବ୍ଲକକୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ମୋଟ୍ ୭୦ କୋଟି ଟଙ୍କାର ପ୍ରକଳ୍ପ । ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପିପିଲି ଓ ଡେଲାଙ୍କବାସୀଙ୍କ ସହ କଥା…

ହୁତୁହୁତୁ ହୋଇ ଜଳିଗଲା ଗ୍ରାମ୍ୟ ଜଙ୍ଗଲ,୨ ହଜାରରୁ ଅଧିକ ଆକାଶିଆ ଗଛ ନଷ୍ଟ 

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗାଁର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇ ଦେଇଛି ଦୁର୍ବୃତ୍ତ । ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ,…