ପାଲଲହଡା ବିଧାୟକଙ୍କୁ କରୋନା
ଭୁବନେଶ୍ୱର: ବିଜେଡି ନେତା ତଥା ପାଲଲହଡା ବିଧାୟକ ମୁକେଶ କୁମାର ପାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋର କୌଣସି ଲକ୍ଷଣ ନାହିଁ । ଏବେ ମୁଁ ହୋମ୍ ଆଇସୋଲେସନରେ ରହିଛି…