Latest Odisha News

BREAKING NEWS

ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୩୨୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୨,୨୦୨ ଜଣଙ୍କର ଆଣ୍ଟିଜେନ, ୯୦୦୬ ଟି ଆରଟିପିସିଆର୍ ଓ ୧୧୨ ଟି ଟ୍ରୁନଟ୍‌ ପରୀକ୍ଷା…

କାର୍ଯ୍ୟକ୍ଷେତ୍ରରେ ପ୍ରଥମଦିନ ପାଇଁ ଚିନ୍ତିତ କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ପ୍ରଥମ ଦିନ କିପରି କଟିବ ସେଥିପାଇଁ ଅନେକ ଚିନ୍ତିତ ଥାଆନ୍ତି। କୁହାଯାଏ "ଫାଷ୍ଟ ଇଂପ୍ରେସନ ଇଜ ଲାଷ୍ଟ ଇଂପ୍ରେସନ"। ତେବେ ଆପଣ ମଧ୍ୟ ଯଦି ଆପଣଙ୍କ ପ୍ରଥମ ଇଂପ୍ରେସନକୁ ନେଇ ଚିନ୍ତିତ ତେବେ ଆମର ଏହି ପୋଷ୍ଟ ଟି ଆପଣଙ୍କ ପାଇଁ । ନୂଆ କମ୍ପାନୀରେ ଯୋଗ ଦେବା…

ନିମ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ..

ଭୁବନେଶ୍ୱର: ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । ଏକ ମୁଠା ନିମ ଫୁଲକୁ…

ଦେବଶିଳ୍ପୀ ବିଶ୍ଵକର୍ମାଙ୍କର ଆଜି ହେଉଛି ପୂଜା; ଜାଣନ୍ତୁ ଏହା ସମ୍ପର୍କରେ କିଛି କଥା

ଭୁବନେଶ୍ୱର: ଆଶ୍ଵିନ ମାସର ପାଳିତ ହୁଏ ବିଶ୍ଵକର୍ମାଙ୍କ ପୂଜା । ଯେପରି ଧନର ଦେବୀ ଲକ୍ଷ୍ମୀ, ବିଦ୍ୟାର ଦେବତା ଗଣେଶ ଓ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମୀ ବୋଲି ବିଶ୍ଵାସ କରାଯାଏ । ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା…

ଆଜି ମା” କଟକ ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ 

କଟକ: ଶାରଦୀୟ ପୂଜା ପାଇଁ ଚଳଚଂଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନ । ସବୁଠି ଚାଲିଛି ମା'ଙ୍କ ଷୋଡଶ ଉପଚାର ପୂଜା ବିଧି। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି। ଷୋଡଶ ଦିନାତ୍ମକ ପୂଜାର ଷଷ୍ଠ ଦିବସରେ ମା" କଟକ ଚଣ୍ଡୀଙ୍କ…

ଦେଶର ୩୭ଟି ମେଗା ଫୁଡ଼ ପାର୍କକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ୧୯ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ…

କିଭଳି ପାଇବେ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ…

ଭୁବନେଶ୍ୱର: ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହୃଦରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶି ଫଳ  ତା ୧୬-୦୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୬ ରିଖ ବୁଧବାର କନ୍ୟା ୧ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର      ଘାତ ବାର-: କର୍କଟ ରାଶିର     …

କୋଭିଡ୍ ଲଢେଇରେ ଦେଶର ଷ୍ଟିଲପ୍ଲାଣ୍ଟଗୁଡିକ ୪ ଦିନରେ ୪,୩୨୯ଟନ ମେଡିକାଲ ଅକ୍ସିଜେନ ଯୋଗାଇଛନ୍ତି : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ଭାରତର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟଗୁଡିକ ଗତ ୪ ଦିନ ମଧ୍ୟରେ ୪,୩୨୯ ଟନ ମେଡିକାଲ ଅକ୍ସିଜେନ ଯୋଗାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି…

୬୧ବର୍ଷରେ ଦୂରଦର୍ଶନ

ନୂଆଦିଲ୍ଲୀ: ଆଜି ଦୂରଦର୍ଶନକୁ ପୂରିଛି ୬୧ ବର୍ଷ । ୧୯୫୯ ମସିହା ଆଜିର ଦିନରେ ମନୋରଂଜନ ଓ ଖବରର ନୂଆ ଧାରା ଆରମ୍ଭ ହୋଇଥିଲା । ସେତେବେଳେ ଯଦିଓ ଟିଭିଟିଏ କିଣିବାର ସମ୍ବଳ ଲୋକଙ୍କର ନ ଥିଲା । କିନ୍ତୁ ଏହାକୁ ଦେଖିବା ପାଇଁ ବେଶ୍ ଆଗ୍ରହ ପରିଲକ୍ଷିତ ହେଉଥିଲା । ସାଇ ପଡିଶାରେ କାହା ଘରେ…